publive-imageରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ମନ ଲାଗିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ବାପାଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ଆୟ ବଢ଼ିବ।

Advertisment

publive-imageରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ଅର୍ଡର ସପ୍ଲାଇଙ୍କୁ ଲାଭ ମିଳିବ। ଶୁକ୍ର ଓ ଶନିବାର: ଚାକିରିରେ ଉନ୍ନତି ହେବ।

publive-imageରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ଚାକିରିରେ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର: କାନୁନ୍‌ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଭାଗ୍ୟରେ ବୃଦ୍ଧି ହେବ।

publive-imageରବିବାର: ଅର୍ଥଲାଭ ହେବ। ସୋମ ଓ ମଙ୍ଗଳବାର: ବେପାରରେ ଲାଭ ପାଇବେ। ବୁଧ ଓ ଗୁରୁବାର: ବନ୍ଧୁର ପରାମର୍ଶ ନେଇପାରନ୍ତି। ଶୁକ୍ର ଓ ଶନିବାର: କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।

publive-imageରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ମାନସିକ ରୂପେ ଖୁସି ରହିବେ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ପଦୋନ୍ନତିର ସୂଚନା ପାଇବେ।

publive-imageରବିବାର: ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ସମ୍ମାନିତ ଲୋକଙ୍କ ସହ ମିଶିବେ। ବୁଧ ଓ ଗୁରୁବାର: ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

publive-imageରବିବାର: ଆୟବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କାମରେ ଜୀବନସାଥୀ ଖୁସି ରହିବେ। ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ସୁଖ ବଢ଼ିବ। ଶୁକ୍ର ଓ ଶନିବାର: କାମରେ ଅଧିକ ମନୋଯୋଗ ଦିଅନ୍ତୁ।

publive-imageରବିବାର: ଆତ୍ମବିଶ୍ବାସ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ର ଓ ଶନିବାର: ପ୍ରିୟଜନ ମିଳନ।

publive-imageରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: କାମରେ ଦିଗୁଣା ଲାଭ ପାଇବେ। ବୁଧ ଓ ଗୁରୁବାର: ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ଶୁକ୍ର ଓ ଶନିବାର: ବେପାରରେ ଲାଭ ହେବ।

publive-imageରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ବିବାହିତଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ବ୍ୟବହାର ମଧୁର ରଖନ୍ତୁ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

publive-image

ରବିବାର: ଭାବୁକ ହୋଇପାରନ୍ତି। ସୋମ ଓ ମଙ୍ଗଳବାର: ସବୁ ଦିଗରୁ ସଫଳତା ପାଇବେ। ବୁଧ ଓ ଗୁରୁବାର: ଅଫିସ୍‌ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ଆଶା ପୂରଣ ହେବ।

publive-imageରବିବାର: ଭାଗ୍ୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଆମଦାନିର ନୂଆ ଉତ୍ସ ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଘରଖର୍ଚ୍ଚ ବଢ଼ିପାରେ।