ରବି ଓ ସୋମବାର: କୌଣସି ଅସୁବିଧା ବନ୍ଧୁଙ୍କୁ କହିବେ। ମଙ୍ଗଳ, ବୁଧ ଓ ଗୁରୁବାର: କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଶୁକ୍ର ଓ ଶନିବାର: ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।
ରବି ଓ ସୋମବାର: ଜୀବନରେ ଆଗକୁ ବଢ଼ିବାର ସମ୍ଭାବନା। ମଙ୍ଗଳ, ବୁଧ ଓ ଗୁରୁବାର: ପରିଶ୍ରମ ତୁଳନାରେ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମଧୁରତା ବଢ଼ିବ।
ରବି ଓ ସୋମବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ଶୁକ୍ର ଓ ଶନିବାର: ପ୍ରତିଟି କାର୍ଯ୍ୟ ସୁଚାରୁ ରୂପେ କରିବେ। ଚାକିରି ମିଳିବା ଯୋଗ ରହିଛି।
ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: କଠିନ କାମରେ ହାର୍ ମାନିବେନି। ଶୁକ୍ର ଓ ଶନିବାର: ପରିବାରରେ ସୁଖଶାନ୍ତି ବଜାୟ ରହିବ।
ରବି ଓ ସୋମବାର: କ୍ୟାରିୟର ପାଇଁ ନୂଆ ଅବସର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର: ଲାଗି ରହିଥିବା ସମସ୍ୟା କମ୍ ହେବ।
ରବି ଓ ସୋମବାର: ଆପଣଙ୍କ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବୃଦ୍ଧି ହେବ।
ରବି ଓ ସୋମବାର: ଜମି ବ୍ୟବସାୟୀଙ୍କୁ ଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶୁକ୍ର ଓ ଶନିବାର: ନୂଆ ଶକ୍ତି ଅନୁଭବ କରିବେ।
ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ବଡ଼ ଦାୟିତ୍ବ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟ ଡିଲ୍ରେ ସଫଳତା ପାଇବେ।
ରବି ଓ ସୋମବାର: ସମସ୍ତ ଚେଷ୍ଟା ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ବ୍ୟବହାରରେ ସଂଯମ ରଖନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।
ରବି ଓ ସୋମବାର: କୌଣସି କଥାକୁ ନେଇ ବହୁତ ଭାବିବେ। ମଙ୍ଗଳ, ବୁଧ ଓ ଗୁରୁବାର: ପୈତୃକ ସଂପତ୍ତିରୁ ଲାଭ ପାଇବେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।
ରବି ଓ ସୋମବାର: କୌଣସି ଧାର୍ମିକ ସତ୍ସଙ୍ଗକୁ ଯିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆୟ ରାସ୍ତାରେ ବାଧା ଦୂର ହେବ। ଶୁକ୍ର ଓ ଶନିବାର: ଚାକିରିରେ ଭଲ କାମ କରିବେ।
ରବି ଓ ସୋମବାର: ଉନ୍ନତି ପାଇଁ ନୂଆ କାମ କରିବାର ଇଚ୍ଛା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟିକ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।