ରବି ଓ ସୋମବାର: ଆୟ ରାସ୍ତାରେ ବାଧା ଦୂର ହେବ। ମଙ୍ଗଳ ଓ ବୁଧବାର: ବେପାରୀଙ୍କ ଲାଗି ସମୟ ଶୁଭ। ଗୁରୁ ଓ ଶୁକ୍ରବାର: ଜୀବନରେ ନୂଆ ଖୁସି ଆସିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।
ରବି ଓ ସୋମବାର: ମନପସନ୍ଦର ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ପରିବାରର ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ଭଲ ଚାକିରିର ଆଶା ବଢ଼ିବ। ଶନିବାର: ଦାମ୍ପତ୍ୟ ଜୀବନ ଭଲ ରହିବ।
ରବି ଓ ସୋମବାର: କାମ ମନପ୍ରାଣ ଢାଳି କରିବେ। ମଙ୍ଗଳ ଓ ବୁଧବାର: ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କ ଭାବନାକୁ ବୁଝିବେ। ଶନିବାର: ନୂଆ ଉତ୍ସରୁ ଧନ ପାଇବେ।
ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଭ୍ରମଣ ଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ନୂଆ ସୁଯୋଗ ପାଇବେ। ଶନିବାର: ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ରବି ଓ ସୋମବାର: କାମରେ ଭଲ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ପ୍ରିୟଜନ ମିଳନ। ଗୁରୁ ଓ ଶୁକ୍ରବାର: ଘରର ପରିବେଶ ସକାରାତ୍ମକ ରହିବ। ଶନିବାର: ଲୋକପ୍ରିୟତା ବୃଦ୍ଧି ହେବ।
ରବି ଓ ସୋମବାର: ସବୁ ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ଆମଦାନିର ନୂଆ ଉତ୍ସ ପାଇବେ। ଗୁରୁ ଓ ଶୁକ୍ରବାର: କାମର ବୋଝ ଅଧିକ ରହିବ। ଶନିବାର: ପ୍ରେମ ଜୀବନ ମଧୁର ହେବ।
ରବି ଓ ସୋମବାର: ପାଖ ଲୋକଙ୍କ ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଅଫିସ୍ କାମରେ ଦୂରସ୍ଥାନକୁ ଯିବେ। ଗୁରୁ ଓ ଶୁକ୍ରବାର: ଆଧ୍ୟାତ୍ମିକ ଭାବନା ବଢ଼ିବ। ଶନିବାର: ଧନଲାଭ ହେବ।
ରବି ଓ ସୋମବାର: ଲାଭର ଭଲ ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: କୌଣସି କାମରେ ପ୍ରଶଂସା ହେବ। ଶନିବାର: ବନ୍ଧୁ ସଂଖ୍ୟା ବଢ଼ିବ।
ରବି ଓ ସୋମବାର: ପରିବାର ସହିତ ଖୁସି ବାଣ୍ଟିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁର ସାହାଯ୍ୟ ପାଇବେ। ଶନିବାର: ସମ୍ବନ୍ଧରେ ନୂତନତ୍ବ ଆସିବ।
ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ହେବେ। ମଙ୍ଗଳ ଓ ବୁଧବାର: ଭ୍ରମଣ ସୁଖଦ ରହିବ। ଗୁରୁ ଓ ଶୁକ୍ରବାର: ସମାଜରେ ଆଦରସମ୍ମାନ ପାଇବେ। ଶନିବାର: ଧନଲାଭ ହେବ।
ରବି ଓ ସୋମବାର: ସୁଖ ସୁବିଧା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ନୂଆ କାମର ପ୍ରେରଣା ପାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ବଢ଼ିବ। ଶନିବାର: ଆୟ ବୃଦ୍ଧି ହେବ।
ରବି ଓ ସୋମବାର: ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ପୁରୁଣା ଚିନ୍ତା ସମାପ୍ତ ହେବ।