publive-imageରବିବାର: ବ୍ୟବସାୟରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଗୁରୁ ଓ ଶୁକ୍ରବାର: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ନୂଆ କାମ ମିଳିବ।

Advertisment

publive-imageରବିବାର: ଧନଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: କାମରେ ବାପାମାଆଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସାମାଜିକ ପରିସର ବୃଦ୍ଧି ହେବ। ଶନିବାର: ପାଠପଢ଼ାରେ ମନ ଲାଗିବ।

publive-imageରବିବାର: ଆୟବ୍ୟୟର ସମାନତା ରହିବ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ଭଲ ଲାଭ ହେବ। ଗୁରୁ ଓ ଶୁକ୍ରବାର: ନୂଆ କାମ ହାତକୁ ନେବେ। ଶନିବାର: ସମ୍ବନ୍ଧରେ ନୂତନତ୍ବ ଆସିବ।

publive-image

ରବିବାର: ଖର୍ଚ୍ଚ କମ୍ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ପାଖଲୋକଙ୍କ ସାହାଯ୍ୟ ପାଇବେ।

publive-imageରବିବାର: ବ୍ୟବସାୟରେ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ବିରୋଧୀ ପ୍ରତି ସାବଧାନ ରହନ୍ତୁ। ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ବଢ଼ିବ। ଶନିବାର: ପ୍ରେମ ଜୀବନ ଭଲ ରହିବ।

publive-imageରବିବାର: ମନପସନ୍ଦର ଜିନିଷ କିଣିବେ। ସୋମ, ମଙ୍ଗଳ ଓ ବୁଧବାର: ଆୟ ଉତ୍ସରେ ସ୍ଥିରତା ରହିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଅଧୁରା କାମ ପୂରା ହେବ।

publive-imageରବିବାର: ମନରେ ପ୍ରସନ୍ନତା ରହିବ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିରେ ପଦୋନ୍ନତି ମିଳିବ। ଗୁରୁ ଓ ଶୁକ୍ରବାର: ସୁଖସୁବିଧା ବୃଦ୍ଧି ହେବ। ଶନିବାର: ଦାମ୍ପତ୍ୟ ଜୀବନ ଭଲ ରହିବ।

publive-imageରବିବାର: ମନ ଉଦାସ ରହିବ। ସୋମ, ମଙ୍ଗଳ ଓ ବୁଧବାର: ନୂଆ କାର୍ଯ୍ୟ ଆରମ୍ଭ କରିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଭଲ ପରିଣାମ ପାଇବେ। ଶନିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

publive-imageରବିବାର: ରାଜନୀତିରେ ସକ୍ରିୟ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଗୁରୁ ଓ ଶୁକ୍ରବାର; ଅସହାୟଙ୍କୁ ସାହାଯ୍ୟ କରିବେ। ଶନିବାର; ଭଲ ଚାକିରିର ଆଶା ଅଛି।

publive-imageରବିବାର; ଅଧିକ ଦାୟିତ୍ବ ତୁଲାଇବେ। ସୋମ, ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ ଓ ଶୁକ୍ରବାର: ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଶନିବାର: କାମର ପ୍ରଶଂସା ହେବ।

publive-image

ରବିବାର: ଆଧ୍ୟାତ୍ମିକ ଭାବନା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଭାବିଥିବା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଶନିବାର: ଲୋକପ୍ରିୟତା ବଢ଼ିବ।

publive-imageରବିବାର: ବ୍ୟବସାୟରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ସକାରାତ୍ମକ ଚିନ୍ତା ଘେନି ଆଗକୁ ବଢ଼ିବେ। ଗୁରୁ ଓ ଶୁକ୍ରବାର: ଶତ୍ରୁଙ୍କୁ ପରାସ୍ତ କରିବେ। ଶନିବାର: ପ୍ରେମ ଜୀବନ ମଧୁର ହେବ।