ରବି ଓ ସୋମବାର: ଅଧୁରା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ଆୟର ନୂଆ ଉତ୍ସ ପାଇବେ। ଗୁରୁ ଓ ଶୁକ୍ରବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।
ରବି ଓ ସୋମବାର: ପ୍ରେମ ଜୀବନ ଭଲ ରହିବ। ମଙ୍ଗଳ ଓ ବୁଧବାର: ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଗୁରୁ ଓ ଶୁକ୍ରବାର: ଘରର ପରିବେଶ ସକାରାତ୍ମକ ରହିବ। ଶନିବାର: ନୂଆ ସୁଯୋଗ ପାଇବେ।
ରବି ଓ ସୋମବାର: କଷ୍ଟ କାମରେ ହାର୍ ମାନିବେନି। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ଭଲ ରହିବ। ଶନିବାର: କାମ କରିବାର ଆଗ୍ରହ ବଢ଼ିବ।
ରବି ଓ ସୋମବାର: ନୂଆ କାମ ହାତକୁ ନେବେ। ମଙ୍ଗଳ ଓ ବୁଧବାର: ଲାଗି ରହିଥିବା ସମସ୍ୟା କମ୍ ହେବ। ଗୁରୁ ଓ ଶୁକ୍ରବାର: ଅଫିସ୍ କାମରେ ମନ ଲାଗିବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।
ରବି ଓ ସୋମବାର: ଆୟ ବଢ଼ିବ। ମଙ୍ଗଳ ଓ ବୁଧବାର: ବିଶେଷ କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଅଫିସ୍ କାମରେ ଦୂରସ୍ଥାନକୁ ଯିବେ। ଶନିବାର: ସହଯୋଗୀର ସହଯୋଗ ପାଇବେ।
ରବି ଓ ସୋମବାର: ପଦ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ହେବାର ସମ୍ଭାବନା। ଗୁରୁ ଓ ଶୁକ୍ରବାର: ବନ୍ଧୁର ସାହାଯ୍ୟ ପାଇବେ। ଶନିବାର: ଘରକୁ କୁଣିଆ ଆସିବେ।
ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ନୂଆ ଶକ୍ତି ଅନୁଭବ କରିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପ୍ରଗତି ହେବ। ଶନିବାର: ନୂଆ କାମ କରିବାରେ ରୁଚି ବଢ଼ିବ।
ରବି ଓ ସୋମବାର: କାମରେ ନୂତନତ୍ବ ଆସିବ। ମଙ୍ଗଳ ଓ ବୁଧବାର: ଅର୍ଥ ଅଭାବ ଅନୁଭବ କରିବେ। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଶନିବାର: ନୂଆ କଥା କିଛି ଜାଣିବେ।
ରବି ଓ ସୋମବାର: ଚିନ୍ତାମୁକ୍ତ ରହିବେ। ମଙ୍ଗଳ ଓ ବୁଧବାର: ପରୀକ୍ଷାରେ ଭଲ କରିବେ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ଯାତ୍ରା ଫଳପ୍ରଦ ହେବ।
ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ବେପାରରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁର ଭାବନାକୁ ବୁଝିବେ। ଶନିବାର; ଖର୍ଚ୍ଚ ବଢ଼ିପାରେ।
ରବି ଓ ସୋମବାର: କୌଣସି କଥାକୁ ନେଇ ଚିନ୍ତା ବଢ଼ିବ। ମଙ୍ଗଳ ଓ ବୁଧବାର: କାମର ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର: ପୁତ୍ରପକ୍ଷରୁ ସୁଖ ପାଇବେ। ଶନିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ରବି ଓ ସୋମବାର: କାମ ମନପ୍ରାଣ ଢାଳି କରିବେ। ମଙ୍ଗଳ ଓ ବୁଧବାର: ବ୍ୟବହାରରେ ସଂଯମ ରଖନ୍ତୁ। ଗୁରୁ ଓ ଶୁକ୍ରବାର: କାମ ମନ୍ଥର ଗତିରେ ପୂରା ହେବ। ଶନିବାର: ଜମି କିଣିପାରନ୍ତି।