ରବିବାର: ସବୁ ଅଶାନ୍ତି ଦୂର ହେବ। ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ବୁଧ ଓ ଗୁରୁବାର: ସୁଖସୁବିଧା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।
ରବିବାର: ସୃଜନର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: ବେପାରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ପ୍ରିୟଜନର ଭାବନାକୁ ବୁଝିବେ। ଶୁକ୍ର ଓ ଶନିବାର: ଜୀବନରେ ନୂଆ ଖୁସି ଆସିବ।
ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ସମାଜରେ ପ୍ରସିଦ୍ଧି ବଢ଼ିବ।
ରବିବାର: ପାରିବାରିକ ଦାୟିତ୍ବ ବଢ଼ିବ। ସୋମ ଓ ମଙ୍ଗଳବାର: କାମ କରିବାର ଇଚ୍ଛା ବଢ଼ିବ। ବୁଧ ଓ ଗୁରୁବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ଗରିବଙ୍କୁ ସାହାଯ୍ୟ କରିବେ।
ରବିବାର: ବନ୍ଧୁସଂଖ୍ୟା ବଢ଼ିବ। ସୋମ ଓ ମଙ୍ଗଳବାର: କ୍ୟାରିୟର ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବ। ଶୁକ୍ର ଓ ଶନିବାର: ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ।
ରବିବାର: କାରବାରରେ ଲାଭ ହେବ। ସୋମ ଓ ମଙ୍ଗଳବାର: ପାଠପଢ଼ାରେ ମନ ଲାଗିବ। ବୁଧ ଓ ଗୁରୁବାର: ଭାବିଥିବା କାମ ପୂରା ହେବ। ଶୁକ୍ର ଓ ଶନିବାର: ନିବେଶରୁ ଲାଭ ପାଇବେ।
ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: କାମରେ ହାର୍ ମାନିବେନି। ବୁଧ ଓ ଗୁରୁବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଶୁକ୍ର ଓ ଶନିବାର: ଭଲ ସୁଯୋଗ ପାଇବେ।
ରବିବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଜୀବନସାଥୀ ପାଇଁ କିଛି କରିବେ। ଶୁକ୍ର ଓ ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।
ରବିବାର: ନୂଆ କାମ ହାସଲ କରିବେ। ସୋମ ଓ ମଙ୍ଗଳବାର: ପରିବାର ସହିତ ଖୁସି ବାଣ୍ଟିବେ। ବୁଧ ଓ ଗୁରୁବାର: ଚାକିରିଆଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବୃଦ୍ଧି ହେବ।
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ସରକାରୀ କାମ ପୂରା ହେବ। ବୁଧ ଓ ଗୁରୁବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ଶୁକ୍ର ଓ ଶନିବାର: କ୍ୟାରିୟର ପାଇଁ ନୂଆ ଅବସର ଆସିବ।
ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଶୁକ୍ର ଓ ଶନିବାର: ଜମି ମାମଲାର ସମାଧାନ ହେବ।
ରବିବାର: ବେପାରରେ ଗତି ବଢ଼ିବ। ସୋମ ଓ ମଙ୍ଗଳବାର: କାମରେ ନୂତନତ୍ବ ଆସିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି।