ରବି, ସୋମ ଓ ମଙ୍ଗଳବାର: କିଣାବିକା ଲାଗି ସମୟ ଭଲ। ବୁଧ ଓ ଗରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ସାଧନ ପାଇବେ।
ରବି, ସୋମ ଓ ମଙ୍ଗଳବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର: ଭଲ ଜାଗାରେ ନିବେଶ କରିପାରନ୍ତି। ଶୁକ୍ର ଓ ଶନିବାର: ସମାଜରେ ଉଚିତ ଆଦର ସମ୍ମାନ ପାଇବେ।
ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ ଓ ଗୁରୁବାର: ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
ରବି, ସୋମ ଓ ମଙ୍ଗଳବାର: ଆୟ ରାସ୍ତାରେ ବାଧା ଦୂର ହେବ। ବୁଧ ଓ ଗୁରୁବାର: ଚାକିରିରେ ଭଲ କାମ କରିବେ। ଶୁକ୍ର ଓ ଶନିବାର: କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ।
ରବି, ସୋମ ଓ ମଙ୍ଗଳବାର: ପାରିବାରିକ ବାତାବରଣ ସକାରାତ୍ମକ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କୁ ଭଲ ପରିଣାମ ମିଳିବ। ଶୁକ୍ର ଓ ଶନିବାର: ରାଜନୀତିରେ ଆର୍ଥିକ ଲାଭ ହେବ।
ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧରେ ନୂତନତ୍ବ ଆସିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।
ରବି, ସୋମ ଓ ମଙ୍ଗଳବାର: ସମାଜରେ ପ୍ରଭାବ ବଢ଼ିବ। ବୁଧ ଓ ଗୁରୁବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର: ଚାକିରି ବଦଳାଇବା ସମୟ ଅନୁକୂଳ।
ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ବଡ଼ ଅର୍ଡର ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ରବି, ସୋମ ଓ ମଙ୍ଗଳବାର: ଧନଲାଭର ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ପ୍ରତିଟି କାର୍ଯ୍ୟ ସୁଚାରୁ ରୂପେ କରିବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।
ରବି, ସୋମ ଓ ମଙ୍ଗଳବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ବୁଧ ଓ ଗୁରୁବାର: ଆମଦାନିର ନୂଆ ଉତ୍ସ ପାଇବେ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।
ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୁଧ ଓ ଗୁରୁବାର: ଲୋକ ଆପଣଙ୍କ କଥାରେ ଧ୍ୟାନ ଦେବେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।
ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର: ଲାଗି ରହିଥିବା ସମସ୍ୟା କମ୍ ହେବ।