ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଘରର ପରିବେଶ ଶାନ୍ତିମୟ ରହିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।
ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କରିପାରନ୍ତି। ଶୁକ୍ର ଓ ଶନିବାର: ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ।
ରବି ଓ ସୋମବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରୟାସରେ ସଫଳତା ପାଇପାରିବେ। ଶୁକ୍ର ଓ ଶନିବାର: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ସହ ଯୋଗ ମିଳିବ।
ରବି ଓ ସୋମବାର: ଚାକିରି ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: ମନରେ ବହୁତ ସକାରାତ୍ମକ ଭାବନା ଆସିବ।
ରବି ଓ ସୋମବାର: ଆୟଉତ୍ସରେ ସ୍ଥିରତା ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: କଳାକାରଙ୍କ ଲାଗି ସମୟ ଭଲ।
ରବି ଓ ସୋମବାର: ଯୋଗଯୋଗ ଲିଷ୍ଟ୍ରେ ନୂଆ ଲୋକ ଯୋଡ଼ିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ରବି ଓ ସୋମବାର ଧର୍ମ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ବନ୍ଧୁ ଆର୍ଥିକ ସହାୟତା ମାଗିପାରନ୍ତି।
ରବି ଓ ସୋମବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ।
ରବି ଓ ସୋମବାର: ଅତୀତ ସ୍ମୃତି ତାଜା ହେବ। ମଙ୍ଗଳ, ବୁଧ ଓ ଗୁରୁବାର ଆପଣଙ୍କ ଇଚ୍ଛା ଅନୁସାରେ କାମ କରିବେ। ଶୁକ୍ର ଓ ଶନିବାର: ପ୍ରେମ ଆଳାପ ପାଇଁ ସମୟ ଭଲ।
ରବି ଓ ସୋମବାର: ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ।
ରବି ଓ ସୋମବାର: ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ ସମସ୍ୟାର ସମାଧାନ ହେବ। ଶୁକ୍ର ଓ ଶନିବାର: ମନ ଚାହୁଁଥିବା ସଫଳତା ପାଇବେ।
ରବି ଓ ସୋମବାର: ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଅବସରର ଲାଭ ନିଅନ୍ତୁ। ଶୁକ୍ର ଓ ଶନିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ।