ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କୌଣସି ଭଲ ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ସମାଜ କାମ ଲାଗି ପ୍ରସିଦ୍ଧି ବଢ଼ିବ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ମଧୁର ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବେ। ଗୁରୁ ଓ ଶୁକ୍ରବାର: କାରବାରରେ ବୃଦ୍ଧି ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ଗୁରୁ ଓ ଶୁକ୍ରବାର: ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। ଶନିବାର: ବନ୍ଧୁ ମିଳନ।

ରବିବାର: ଧନପ୍ରାପ୍ତି ହେବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଗୁରୁ ଓ ଶୁକ୍ରବାର: ଲାଭ ପାଇଁ ସୁଯୋଗ ପାଇବେ। ଶନିବାର: କାମ ପ୍ରତି ସଚେତନ ରହନ୍ତୁ।

ରବିବାର: ଖୁସି ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ବ୍ୟବହାରରେ ପରିବର୍ତ୍ତନ ଆଣିବେ। ଶନିବାର: ଚାକିରିରେ ସଫଳତା ମିଳିପାରେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କୁ ନିଜକଥାରେ ଆକର୍ଷିତ କରିନେବେ। ଗୁରୁ ଓ ଶୁକ୍ରବାର: ଆତ୍ମବିଶ୍ବାସ ଉଚ୍ଚା ରହିବ। ଶନିବାର: ମାନସମ୍ମାନ ବଢ଼ିବ।

ରବିବାର: ନିଜ ଉପରେ ଧ୍ୟାନ ଦିଅନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବିବାର: ନୂଆ ଚାକିରିର ସୁଯୋଗ ଆସିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଭାଗ୍ୟର ଦ୍ବାର ଖୋଲିବ। ଶନିବାର: ବୈବାହିକ ଜୀବନ ସୁଖମୟ ହେବ।

ରବିବାର: ମନ ଉଦାସ ରହିବ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ବେପାରୀଙ୍କ ଲାଗି ସମୟ ଉତ୍ତମ। ଶନିବାର: ଧନଲାଭ ହେବ।

ରବିବାର: ଆମଦାନି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର: କାମରେ ସକାରାତ୍ମକ ଫଳ ପାଇବେ। ଶନିବାର: ବାଦବିବାଦଠାରୁ ଦୂରରେ ରହନ୍ତୁ।

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର: ଧୈର୍ଯ୍ୟଧରି କାମ କରନ୍ତୁ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଶନିବାର: ଭାଗ୍ୟରେ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର