ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ବୁଧ ଓ ଗୁରୁବାର: ଭଲ ଜାଗାରେ ଚାକିରି ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର: ନୂଆ କାମ ଲାଗି ଆଗ୍ରହ ବଢ଼ିବ। ସୋମ ଓ ମଙ୍ଗଳବାର: ବିଶେଷ କାର୍ଯ୍ୟରେ ବାଧା ଉପୁଜିପାରେ। ବୁଧ ଓ ଗୁରୁବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଆନନ୍ଦମୟ ରହିବ। ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ହେବ।
ରବିବାର: ବ୍ୟସ୍ତତାରେ ଦିନଟି କଟିବ। ସୋମ ଓ ମଙ୍ଗଳବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ରାଜନୈତିକ ପରିସର ବଢ଼ିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଲାଭ ମିଳିବ।
ରବିବାର: ଆୟ ବୃଦ୍ଧି ହୋଇପାରେ। ସୋମ ଓ ମଙ୍ଗଳବାର: ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ।
ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଗବେଷଣା କାମରେ ମନ ଲାଗିବ। ବୁଧ ଓ ଗୁରୁବାର: ଅନ୍ୟମାନଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।
ରବିବାର: ଆଶା ପୂରଣ ହେବ। ସୋମ ଓ ମଙ୍ଗଳବାର: ଜମିରେ ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ପ୍ରେମ ଜୀବନରେ ସବୁ ଭଲ ରହିବ। ଶୁକ୍ର ଓ ଶନିବାର: ଲୋକପ୍ରିୟତା ବଢ଼ିବ।
ରବିବାର: ବିଶେଷ କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ଧାର୍ମିକ ଭାବନା ଉଦୟ ହେବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହୋଇପାରେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ଭଲ ରହିବ।
ରବିବାର: ପ୍ରୟାସରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ସହପାଠୀଙ୍କୁ ନିଜ କଥା କହିବେ। ବୁଧ ଓ ଗୁରୁବାର: ସୁଖ ସୁବିଧା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଘରକୁ ବନ୍ଧୁ ଆସିବେ।
ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ ଓ ମଙ୍ଗଳବାର: ନୂଆ କାମରେ ଲାଭ ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ନୂଆ ଡିଲ୍ କରିବେ।
ରବିବାର: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ସୋମ ଓ ମଙ୍ଗଳବାର: ଅନୈତିକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ବୁଧ ଓ ଗୁରୁବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଶୁକ୍ର ଓ ଶନିବାର: ଧନଲାଭ ହେବ।
ରବିବାର: ନୂଆ କାମ କରିବେ। ସୋମ ଓ ମଙ୍ଗଳବାର: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଶୁକ୍ର ଓ ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।
ରବିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ବିବାହିତଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।