publive-imageରବି, ସୋମ ଓ ମଙ୍ଗଳବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ବୁଧ ଓ ଗୁରୁବାର: ବେପାରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ରୋଜଗାରର ମଉକା ପାଇବେ।

Advertisment

publive-imageରବି, ସୋମ ଓ ମଙ୍ଗଳବାର: ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ। ବୁଧ ଓ ଗୁରୁବାର: କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

publive-imageରବି, ସୋମ ଓ ମଙ୍ଗଳବାର: କ୍ୟାରିୟର ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ।

publive-imageରବି, ସୋମ ଓ ମଙ୍ଗଳବାର: ମନରେ ସକାରାତ୍ମକ ଭାବନା ଆସିବ। ବୁଧ ଓ ଗୁରୁବାର: କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ଶୁକ୍ର ଓ ଶନିବାର: ପୂର୍ବରୁ ଆରମ୍ଭ କରିଥିବା କାମ ସଂପୂର୍ଣ୍ଣ ହେବ।

publive-imageରବି, ସୋମ ଓ ମଙ୍ଗଳବାର: ତର୍କଶକ୍ତିକୁ ମଜଭୁତ ରଖନ୍ତୁ। ବୁଧ ଓ ଗୁରୁବାର: ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ନବଦମ୍ପତିଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ପୂର୍ବ କାର୍ଯ୍ୟର ପ୍ରଶଂସା ହେବ। ଶୁକ୍ର ଓ ଶନିବାର: ପୂରା ଧ୍ୟାନ ନିଜ କାମରେ ଲଗାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ସାମାଜ କାର୍ଯ୍ୟରେ ପ୍ରସିଦ୍ଧି ବଢ଼ିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ। ଶୁକ୍ର ଓ ଶନିବାର: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageରବି, ସୋମ ଓ ମଙ୍ଗଳବାର: ବୈବାହିକ ଜୀବନରେ ସୁଖୀ ରହିବେ। ବୁଧ ଓ ଗୁରୁବାର: ଚାଲେଞ୍ଜକୁ ଦୃଢ଼ ଭାବେ ମୁକାବିଲା କରିବେ। ଶୁକ୍ର ଓ ଶନିବାର: ପ୍ରୟାସରେ ଭଲ ପରିଣାମ ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ବୁଧ ଓ ଗୁରୁବାର: ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ। ଶୁକ୍ର ଓ ଶନିବାର: ଆୟବ୍ୟୟର ସମାନତା ବନିରହିବ।

publive-image

ରବି, ସୋମ ଓ ମଙ୍ଗଳବାର: ପରିଶ୍ରମ ବଳରେ ପ୍ରସିଦ୍ଧି ଅର୍ଜିବେ। ବୁଧ ଓ ଗୁରୁବାର: ଆମଦାନି ପାଇଁ ନୂଆ ଉତ୍ସ ମିଳିପାରେ। ଶୁକ୍ର ଓ ଶନିବାର: ଚାକିରିରେ ସଫଳତା ମିଳିପାରେ।

publive-imageରବି, ସୋମ ଓ ମଙ୍ଗଳବାର: ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ଭାବିଥିବା କାମ ପୂରା କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଠାରୁ କୌଣସି ଉପହାର ପାଇବେ।