publive-imageରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ ଓ ଗୁରୁବାର: ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

Advertisment

publive-imageରବି, ସୋମ ଓ ମଙ୍ଗଳବାର: ଆର୍ଥିକ ମାମଲାରେ ଲାଭ ପାଇବେ। ବୁଧ ଓ ଗୁରୁବାର: ଚାକିରିରେ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

publive-imageରବି, ସୋମ ଓ ମଙ୍ଗଳବାର: ବ୍ୟକ୍ତିତ୍ବରେ ବିକଶିତ ହେବ। ବୁଧ ଓ ଗୁରୁବାର: ଭଲ ଭାବରେ କାମ କରିବାକୁ ଚେଷ୍ଟା କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଠାରୁ କିଛି ଉପହାର ପାଇବେ।

publive-imageରବି, ସୋମ ଓ ମଙ୍ଗଳବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୁଧ ଓ ଗୁରୁବାର: କିଣାବିକା ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ।

publive-imageରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଅନ୍ୟମାନଙ୍କୁ ନିଜକଥାରେ ଆକର୍ଷିତ କରିପାରିବେ। ଶୁକ୍ର ଓ ଶନିବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ।

publive-imageରବି, ସୋମ ଓ ମଙ୍ଗଳବାର: ସବୁ କାମ ସରଳତା ପୂର୍ବକ ପୂରା ହେବ। ବୁଧ ଓ ଗୁରୁବାର: ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ଅଫିସ୍‌ କାମରେ ଦୂର ସ୍ଥାନକୁ ଯିବେ।

publive-imageରବି, ସୋମ ଓ ମଙ୍ଗଳବାର: ଭାଗ୍ୟ ବୃଦ୍ଧିର ଅବସର ପାଇବେ। ବୁଧ ଓ ଗୁରୁବାର: ବେପାର ବଣିଜରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଚାକିରିର ପଦୋନ୍ନତି ସହ ବଦଳିର ସମ୍ଭାବନା।

publive-imageରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ନୂଆ ନିୟମ ଉପରେ ବିଚାର କରିବେ। ବୁଧ ଓ ଗୁରୁବାର: କାମରେ ସକାରାତ୍ମକ ଫଳ ପାଇବେ। ନବବିବାହିତ ବାହାରକୁ ବୁଲିଯିବେ।

publive-imageରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ବୁଧ ଓ ଗୁରୁବାର: କାର୍ଯ୍ୟଦକ୍ଷତା ପାଇଁ ପୁରସ୍କାର ପାଇପାରନ୍ତି। ଶୁକ୍ର ଓ ଶନିବାର: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।

publive-imageରବି, ସୋମ ଓ ମଙ୍ଗଳବାର: ନିଜର ସ୍ଥିତି ମଜଭୁତ କରିପାରିବେ। ବୁଧ ଓ ଗୁରୁବାର: ଶିକ୍ଷାର୍ଥୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।

publive-image

ରବି, ସୋମ ଓ ମଙ୍ଗଳବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ପ୍ରିୟଜନଙ୍କଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର: ତର୍କଶକ୍ତିକୁ ମଜଭୁତ ରଖନ୍ତୁ।

publive-imageରବି, ସୋମ ଓ ମଙ୍ଗଳବାର: କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ବୁଧ ଓ ଗୁରୁବାର: ସାମାଜିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ସମାବେଶ ହେବ।