ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ପୂର୍ବକଥାକୁ ନେଇ ଚିନ୍ତା ବଢ଼ିବ।
ରବିବାର: ବୈବାହିକ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: କୌଣସି ଭଲ ଖବର ପାଇବେ। ବୁଧ ଓ ଗୁରୁବାର: ବାଦବିବାଦଠାରୁ ଦୂରରେ ରହନ୍ତୁ। ଶୁକ୍ର ଓ ଶନିବାର: କାର୍ଯ୍ୟ ସଫଳ ହେବ।
ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ ଓ ମଙ୍ଗଳବାର: ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବୁଧ ଓ ଗୁରୁବାର: ପୁରୁଣା ଚିନ୍ତା ସମାପ୍ତ ହେବ। ଶୁକ୍ର ଓ ଶନିବାର: ଲୋକପ୍ରିୟତା ବୃଦ୍ଧି ହେବ।
ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଆମଦାନୀ ପାଇଁ ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ଚାକିରିରେ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନରେ ସୁଖୀ ରହିବେ।
ରବିବାର: ଉନ୍ନତି ଲାଗି ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ନୂଆ କଥା କିଛି ଜାଣିପାରିବେ। ବୁଧ ଓ ଗୁରୁବାର: କାମର ପ୍ରଶଂସା ହେବ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ବୁଧ ଓ ଗୁରୁବାର: ଧନଲାଭର ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟ ବୃଦ୍ଧି ହେବ।
ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ଅଫିସ୍ କାମରେ ଦୂର ସ୍ଥାନକୁ ଯିବେ। ବୁଧ ଓ ଗୁରୁବାର: ପରିବାରରେ ସମସ୍ତେ ଖୁସି ରହିବେ। ଶୁକ୍ର ଓ ଶନିବାର: କାରବାରରେ ବୃଦ୍ଧି ହେବ।
ରବିବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ସୋମ ଓ ମଙ୍ଗଳବାର: ଆମଦାନୀର ନୂଆ ଅବସର ପାଇବେ। ବୁଧ ଓ ଗୁରୁବାର: ବିବାହିତଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଆତ୍ମବିଶ୍ବାସ ବୃଦ୍ଧି ହେବ।
ରବିବାର: ମନ ଶାନ୍ତ ରହିବ। ସୋମ ଓ ମଙ୍ଗଳବାର: ନୂଆ ଚାକିରିର ସୁଯୋଗ ଆସିବ। ବୁଧ ଓ ଗୁରୁବାର: ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ରବିବାର: ସବୁ ଅସୁବିଧାର ଅନ୍ତ ହେବ। ସୋମ ଓ ମଙ୍ଗଳବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ଶୁକ୍ର ଓ ଶନିବାର: ଭାଗ୍ୟର ଦ୍ବାର ଖୋଲିବ।
ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଚାକିରିରେ ବଦଳି ହୋଇପାରେ। ବୁଧ ଓ ଗୁରୁବାର: ପୂରା ଧ୍ୟାନ ନିଜ କାମରେ ଲଗାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଲାଭ ପାଇବେ।
ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶୁକ୍ର ଓ ଶନିବାର: ଭାଗ୍ୟରେ ବୃଦ୍ଧି ହେବ।