/sambad/media/post_attachments/wp-content/uploads/2017/11/ms-1.jpg)
ରବି, ସୋମ ଓ ମଙ୍ଗଳବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଜଲ୍ଦି ପାଇବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ରବି, ସୋମ ଓ ମଙ୍ଗଳବାର: ମାନସିକ ରୂପେ ଖୁସି ରହିବେ। ବୁଧ ଓ ଗୁରୁବାର: ପ୍ରେମୀଯୁଗଳଙ୍କ ପାଇଁ ସମୟ ଭଲ। ଶୁକ୍ର ଓ ଶନିବାର: ନୂଆ କାମ କରିବା ପାଇଁ ଭାବିବେ।
/sambad/media/post_attachments/wp-content/uploads/2017/11/mithun.jpg)
ରବି, ସୋମ ଓ ମଙ୍ଗଳବାର: ବାକିଥିବା କାମ ପୂରା କରିବେ। ବୁଧ ଓ ଗୁରୁବାର: ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଶୁକ୍ର ଓ ଶନିବାର: ସହକର୍ମୀଙ୍କ ସହ ବଚସା ହୋଇପାରେ।
/sambad/media/post_attachments/wp-content/uploads/2017/11/karkat.jpg)
ରବି, ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ବୁଧ ଓ ଗୁରୁବାର: ଚାକିରିଆଙ୍କୁ ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ରହିବ।
/sambad/media/post_attachments/wp-content/uploads/2017/11/singha.jpg)
ରବି, ସୋମ ଓ ମଙ୍ଗଳବାର: କାମକୁ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ବୁଧ ଓ ଗୁରୁବାର: ଘରକୁ ନୂଆ ବନ୍ଧୁ ଆସିବେ। ଶୁକ୍ର ଓ ଶନିବାର: ଲାଭ ପାଇଁ କୌଣସି ସୁଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg)
ରବି, ସୋମ ଓ ମଙ୍ଗଳବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଶୁକ୍ର ଓ ଶନିବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।
/sambad/media/post_attachments/wp-content/uploads/2017/11/tula.jpg)
ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବୁଧ ଓ ଗୁରୁବାର: ନୂଆ କାମ ଶିଖିବାର ଅବସର ପାଇବେ। ଗୁରୁ ଓ ଶୁକ୍ରବାର ବେପାରରେ ଯଥେଷ୍ଟ ଲାଭ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଧନଲାଭ ହେବ। ବୁଧ ଓ ଗୁରୁବାର: ପଇସାର ଅଭାବ ଅନୁଭବ କରିବେ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ରବି, ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବେ। ବୁଧ ଓ ଗୁରୁବାର: ରାଜନୀତିରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ରବି, ସୋମ ଓ ମଙ୍ଗଳବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବୁଧ ଓ ଗୁରୁବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ନୂଆ ଚାକିରିର ସୁଯୋଗ ଆସିବ।
/sambad/media/post_attachments/wp-content/uploads/2017/11/kumbha.jpg)
ରବି, ସୋମ ଓ ମଙ୍ଗଳବାର: ନିଜ ବାଣୀ ଉପରେ ସଂଯମ ରଖନ୍ତୁ। ବୁଧ ଓ ଗୁରୁବାର: ଠିକ୍ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଭଲ ରହିବ।
ରବି, ସୋମ ଓ ମଙ୍ଗଳବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ଶୁକ୍ର ଓ ଶନିବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/weekly-rasifal-2.jpg)