ରବି ଓ ସୋମବାର: ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ମଙ୍ଗଳ ଓ ବୁଧବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଗୁରୁ, ଶୁକ୍ର ଓ ଶନିବାର: ଭାଗୀଦାରି ବେପାରରେ ଲାଭ ପାଇବେ।
ରବି ଓ ସୋମବାର: ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ମଙ୍ଗଳ ଓ ବୁଧବାର: ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।
ରବି ଓ ସୋମବାର: ବେପାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।
ରବି ଓ ସୋମବାର: ଜମି ବ୍ୟବସାୟ ସୁରୁଖୁରରେ ହେବ। ମଙ୍ଗଳ ଓ ବୁଧବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ନିବେଶ ପୂର୍ବରୁ ଭଲ ଭାବେ ପରୀକ୍ଷା କରିନିଅନ୍ତୁ।
ରବି ଓ ସୋମବାର: ମନରେ ଅର୍ଥ କମେଇବାର ବିଚାର ଆସିବ। ମଙ୍ଗଳ ଓ ବୁଧବାର: ପୂର୍ବ କାର୍ଯ୍ୟର ପ୍ରଶଂସା ହେବ। ଗୁରୁ, ଶୁକ୍ର ଓ ଶନିବାର ଅର୍ଡରସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ।
ରବି ଓ ସୋମବାର: ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ। ମଙ୍ଗଳ ଓ ବୁଧବାର: ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟୀଙ୍କୁ ଭାଗ୍ୟର ସାଥ୍ ମିଳିବ।
ରବି ଓ ସୋମବାର: ଗବେଷଣା କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ବଜେଟ୍କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ।
ରବି ଓ ସୋମବାର: ଭୂସଂପତ୍ତିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ।
ରବି ଓ ସୋମବାର: ଆର୍ଥିକ ସ୍ଥିତି ଭଲ ରହିବ। ମଙ୍ଗଳ ଓ ବୁଧବାର: ରାଗିଲେ କାମରେ କ୍ଷତି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ।
ରବି ଓ ସୋମବାର: ଆପଣଙ୍କର ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ। ଗୁରୁ, ଶୁକ୍ର ଓ ଶନିବାର: ଆମଦାନି ପାଇଁ ସୁଯୋଗ ପାଇବେ।
ରବି ଓ ସୋମବାର: ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ମଙ୍ଗଳ ଓ ବୁଧବାର: ରୋଜଗାରର ମଉକା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଠାରୁ କିଛି ଉପହାର ପାଇବେ।