publive-imageରବି ଓ ସୋମବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

Advertisment

publive-imageରବି ଓ ସୋମବାର: ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ଡିଲ୍‌ର ସ୍ବାକ୍ଷର କରିବେ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀ ପାଇଁ କିଛି ବିଶେଷ କରିବେ।

publive-imageରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଗୁରୁ, ଶୁକ୍ର ଓ ଶନିବାର: ଆହ୍ବାନର ପଛଘୁଞ୍ଚା ଦେବେ ନାହିଁ।

publive-imageରବି ଓ ସୋମବାର: ନିଜର କାମ ମନପ୍ରାଣ ଢାଳି କରିବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ଗୁରୁ, ଶୁକ୍ର ଓ ଶନିବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ।

publive-imageରବି ଓ ସୋମବାର: ଜୀବନରେ ନୂଆ ନୂଆ ଖୁସି ଆସିବ। ମଙ୍ଗଳ ଓ ବୁଧବାର: କ୍ୟାରିୟରର ଗ୍ରାଫ୍ ଉଚ୍ଚା ରହିବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-imageରବି ଓ ସୋମବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ମଙ୍ଗଳ ଓ ବୁଧବାର: ଜମି ବ୍ୟବସାୟରେ ଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

publive-imageରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: କାମରେ ବଡ଼ଙ୍କର ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

publive-imageରବି ଓ ସୋମବାର: ନୂଆ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।

publive-imageରବି ଓ ସୋମବାର: ସମସ୍ତ ଚେଷ୍ଟା ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ବ୍ୟବହାରରେ ସଂଯମ ରଖନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

publive-imageରବି ଓ ସୋମବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ସୃଜନର ସହଯୋଗ ପାଇବେ।

publive-image

ରବି ଓ ସୋମବାର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ ପାଇଁ ମନରେ ବିଚାର ଆସିବ।

publive-imageରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ। ମଙ୍ଗଳ ଓ ବୁଧବାର: କଥାହେବା ବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ ମିଳିବ।