ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ବିଶେଷ କାମରେ ସଫଳତା ହାସଲ ହେବ। ବୁଧ ଓ ଗୁରୁବାର: ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ।

ରବି, ସୋମ ଓ ମଙ୍ଗଳବାର: ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ବୁଧ ଓ ଗୁରୁବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ। ଶୁକ୍ର ଓ ଶନିବାର: ପରିବାରରେ ସମସ୍ତଙ୍କୁ ଆନନ୍ଦ ମିଳିବ।

ରବି, ସୋମ ଓ ମଙ୍ଗଳବାର: ସନ୍ତାନ କ୍ୟାରିୟରକୁ ନେଇ ଚିନ୍ତା ରହିବ। ବୁଧ ଓ ଗୁରୁବାର: ବିବାହିତଙ୍କ ଜୀବନରେ ସବୁ ଭଲ ରହିବ। ଶୁକ୍ର ଓ ଶନିବାର: ସାହାଯ୍ୟକାରୀ ଲୋକଙ୍କ ସହିତ ସାକ୍ଷାତ ହେବ।

ରବି, ସୋମ ଓ ମଙ୍ଗଳବାର: ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: ବ୍ୟକ୍ତିତ୍ବର ବିକଶିତ ହେବ। ଶୁକ୍ର ଓ ଶନିବାର: ଧନଲାଭ ହେବ ଏବ˚ ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁ ନାହିଁ।

ରବି, ସୋମ ଓ ମଙ୍ଗଳବାର: ଯୋଜନା ତିଆରି ଓ ନିଷ୍ପତ୍ତି ନେବା ପାଇଁ ସମୟ ଭଲ। ବୁଧ ଓ ଗୁରୁବାର: ଭୂସ˚ପତ୍ତି କିଣିପାରନ୍ତି। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ।

ରବି, ସୋମ ଓ ମଙ୍ଗଳବାର: ପ୍ରିୟତମଙ୍କର ପ୍ରେମ ସହଯୋଗ ଉଭୟ ପାଇବେ। ବୁଧ ଓ ଗୁରୁବାର: ଭଲ ଜାଗାରେ ଚାକିରି ମିଳିପାରେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରିବେ। ବୁଧ ଓ ଗୁରୁବାର: ସବୁ କାମ ମନମୁତାବକ ସ˚ପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ବିବାହ ସମସ୍ୟାର ସମାଧାନ ବାହାରିବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପରିବାରର ସହଯୋଗ ପାଇବେ। ବୁଧ ଓ ଗୁରୁବାର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଶୁକ୍ର ଓ ଶନିବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ।

ରବି, ସୋମ ଓ ମଙ୍ଗଳବାର: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳ ହେବେ। ବୁଧ ଓ ଗୁରୁବାର: ଆୟ ବ୍ୟୟର ଭାରସାମ୍ୟ ବଜାୟ ରହିବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ଚାକିରିରେ ପଦୋନ୍ନତି ମିଳିପାରେ। ବୁଧ ଓ ଗୁରୁବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ।

ରବି, ସୋମ ଓ ମଙ୍ଗଳବାର: ନୂଆ କାର୍ଯ୍ୟ ଲାଗି ଯୋଜନା କରିବେ। ବୁଧ ଓ ଗୁରୁବାର: ଘରର ନୂଆ ଦାୟତ୍ବ ଗ୍ରହଣ କରିବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି।

ରବି, ସୋମ ଓ ମଙ୍ଗଳବାର: ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବୁଧ ଓ ଗୁରୁବାର: ବେପାରରେ ଲାଭ ହୋଇପାରେ। ଶୁକ୍ର ଓ ଶନିବାର: ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ।

ସମ୍ବନ୍ଧିତ ଖବର