ରବିବାର: କାମର ଗତି ବଢ଼ିବ। ସୋମ ଓ ମଙ୍ଗଳବାର: କୌଣସି ବଡ଼ ଦାୟିତ୍ବ ପାଇବେ। ବୁଧ ଓ ଗୁରୁବାର: ଜୀବନରେ ନୂଆ ଖୁସି ଆସିବ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ରବିବାର: ମନ ଶାନ୍ତ ରଖନ୍ତୁ। ସୋମ ଓ ମଙ୍ଗଳବାର: କାମରେ ସକାରାତ୍ମକ ଫଳ ପାଇବେ। ବୁଧ ଓ ଗୁରୁବାର: ପୁତ୍ର ପକ୍ଷରୁ ସୁଖ ପାଇବେ। ଶୁକ୍ର ଓ ଶନିବାର: ଆୟରେ ବୃଦ୍ଧି ହେବ।
ରବିବାର: ଭ୍ରମଣ ଯୋଗ ଅଛି। ସୋମ ଓ ମଙ୍ଗଳବାର: ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ। ବୁଧ ଓ ଗୁରୁବାର: ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ରବିବାର: ନୂଆ କାମ ମିଳିବ। ସୋମ ଓ ମଙ୍ଗଳବାର: ବେପାରୀଙ୍କର ଆମଦାନି ବଢ଼ିବ। ବୁଧ ଓ ଗୁରୁବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର ଓ ଶନିବାର: ଭାଗ୍ୟର ଦ୍ବାର ଖୋଲିବ।
ରବିବାର: ପୁରୁଣା ଚିନ୍ତା ସମାପ୍ତ ହେବ। ସୋମ ଓ ମଙ୍ଗଳବାର: ପ୍ରତିଟି କାମ ସୁଚାରୁ ରୂପେ କରିବେ। ବୁଧ ଓ ଗୁରୁବାର: ଘରର ପରିବେଶ ସକାରାତ୍ମକ ରହିବ। ଶୁକ୍ର ଓ ଶନିବାର: ନୂଆ ସୁଯୋଗ ପାଇବେ।
ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ପାଠପଢ଼ାରେ ମନ ଲାଗିବ। ବୁଧ ଓ ଗୁରୁବାର: କାର୍ଯ୍ୟ ସଫଳ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।
ରବିବାର: କିଛି ଆଶା ପୂରଣ ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ସୁଖୀ ରହିବେ। ଶୁକ୍ର ଓ ଶନିବାର: ଲୋକପ୍ରିୟତା ବଢ଼ିବ।
ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବେ। ବୁଧ ଓ ଗୁରୁବାର: କାମର ପ୍ରଶଂସା ହେବ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।
ରବିବାର: ଉନ୍ନତି ଲାଗି ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ନୂଆ ଲକ୍ଷ୍ୟ ହାସଲ କରିବେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ସବୁ ଚିନ୍ତା ଦୂର ହେବ।
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଆମଦାନି ବଢ଼ାଇବେ। ବୁଧ ଓ ଗୁରୁବାର: ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ବ୍ୟବସାୟ ସଉଦାରେ ସ୍ବାକ୍ଷର କରିବେ।
ରବିବାର: ରାଜନୀତିରେ ସଫଳତା ପାଇବେ। ସୋମ ଓ ମଙ୍ଗଳବାର: କୌଣସି ଜ୍ଞାନକଥା ଶୁଣିବେ। ବୁଧ ଓ ଗୁରୁବାର: ବେପାରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଧନଲାଭର ସୁଯୋଗ ପାଇବେ।
ରବିବାର: ମନପସନ୍ଦର ଜିନିଷ କିଣିବେ। ସୋମ ଓ ମଙ୍ଗଳବାର: ସକାରାତ୍ମକ ମାନସିକତା ରଖନ୍ତୁ। ବୁଧ ଓ ଗୁରୁବାର: ଘର ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।