ରବି ଓ ସୋମବାର: ଆମଦାନି ପାଇଁ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: ନବଦମ୍ପତିଙ୍କ ଲାଗି ସମୟ ଭଲ।
ରବି ଓ ସୋମବାର: ବେପାରରେ ଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ପାଇବେ।
ରବି ଓ ସୋମବାର: ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ଭଲ ରହିବ। ଶୁକ୍ର ଓ ଶନିବାର: କଠିନ କାମରେ ହାର୍ ମାନିବେନି।
ରବି ଓ ସୋମବାର: ମାନସମ୍ମାନରେ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କ୍ୟାରିୟରରେ ନୂଆ ଅବସର ପାଇବେ। ଶୁକ୍ର ଓ ଶନିବାର: ପ୍ରିୟଜନଙ୍କୁ ମନର କଥା କହିବେ।
ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।
ରବି ଓ ସୋମବାର: ସୁଖସୁବିଧା ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସମସ୍ୟାର ମାର୍ଗ ଖୋଜିନେବେ। ଶୁକ୍ର ଓ ଶନିବାର: ସମ୍ମାନଜନକ ଲୋକଙ୍କ ସହିତ ମିଶିବେ।
ରବି ଓ ସୋମବାର: ସମ୍ବନ୍ଧରେ ସୁଧାର ଆଣିବେ। ମଙ୍ଗଳ, ବୁଧ ଓ ଗୁରୁବାର; ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।
ରବି ଓ ସୋମବାର: ସବୁ ଇଚ୍ଛା ପୂରଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିରେ ପଦୋନ୍ନତି ମିଳିବ। ଶୁକ୍ର ଓ ଶନିବାର: ପରୀକ୍ଷାରେ ବହୁତ ଭଲ କରିବେ ଓ ଚାକିରିରେ ଉନ୍ନତି ହେବ।
ରବି ଓ ସୋମବାର: କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ମଙ୍ଗଳ, ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର: ବେପାରରେ ସଫଳତା ପାଇବେ।
ରବି ଓ ସୋମବାର: ନୂଆ କାମ ପାଇଁ ମନରେ ବିଚାର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ଜୀବନ ଭଲ ରହିବ।
ରବି ଓ ସୋମବାର: ପ୍ରତିଟି କାମ ସୁଚାରୁ ରୂପେ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଧନଲାଭ ହେବ। ଶୁକ୍ର ଓ ଶନିବାର: କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।
ରବି ଓ ସୋମବାର: କାମ ସହଜରେ ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।