ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି କାମରେ ଯଥେଷ୍ଟ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଧାର୍ମିକ କାର୍ଯ୍ୟରେ ମନ ଲାଗି ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଦି’ଗୁଣା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କାମରେ ପିତାମାତାଙ୍କ ସହଯୋଗ ପାଇବେ। ଶନିବାର: ମାନସମ୍ମାନ ବଢ଼ିବ।

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର: ଭଲ କଂପାନିରେ ଚାକିରିର ପ୍ରସ୍ତାବ ଆସିବ। ଗୁରୁ ଓ ଶୁକ୍ରବାର: ଦୋକାନୀକୁ ଭଲ ଲାଭ ମିଳିବ। ଶନିବାର: ସମ୍ବନ୍ଧରେ ସୁଧାର ଆଣିବେ।

ରବିବାର: ଆର୍ଥିକ ଲାଭର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ବିସ୍ତାର କରିବେ। ଗୁରୁ ଓ ଶୁକ୍ରବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶନିବାର: ସୁଖସମୃଦ୍ଧି ବୃଦ୍ଧି ହେବ।

ରବିବାର: ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। ସୋମ, ମଙ୍ଗଳ ଓ ବୁଧବାର: ରୋଜଗାର ଲାଗି ଭଲ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ସବୁ ଇଚ୍ଛା ପୂରଣ ହେବ।

ରବିବାର: ଘରକୁ କୁଣିଆ ଆସିବେ। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଲୋକପ୍ରିୟତା ବଢ଼ିବ। ଶନିବାର: କାମରେ ସଫଳତା ଓ ଲାଭ ପାଇବେ।

ରବିବାର: କିଛି ନୂଆ ଶିକ୍ଷାଲାଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତିରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। ଶନିବାର: ଅତୀତ ସ୍ମୃତି ତାଜା ହେବ।

ରବିବାର: କାରବାରରେ ଉନ୍ନତି ହେବ। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସାମାଜିକ ପରିସର ବୃଦ୍ଧି ହେବ। ଶନିବାର: ପ୍ରେମ ଜୀବନ ମଧୁର ରହିବ।

ରବିବାର: ବନ୍ଧୁ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଗୁରୁ ଓ ଶୁକ୍ରବାର: ଘରେ ସୁଖଶାନ୍ତି ବଜାୟ ରହିବ। ଶନିବାର: ଜ୍ଞାନ ଓ ଭଲ ବିଚାର ବୃଦ୍ଧି ହେବ।

ରବିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ସମୟ ଭଲ। ଗୁରୁ ଓ ଶୁକ୍ରବାର: ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। ଶନିବାର: ଭ୍ରମଣ ସୁଖଦ ରହିବ।

ରବିବାର: ଜମି କିଣିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ରୋଜଗାର ପାଇଁ ଭଲ ଅବସର ପାଇବେ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ କାମ ବଢ଼ିପାରେ। ଶନିବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି।

ରବିବାର: ଚିନ୍ତାମୁକ୍ତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ଶନିବାର: ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର