publive-imageରବି, ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ବାର ଖୋଲିବ। ବୁଧ ଓ ଗୁରୁବାର: ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଶୁକ୍ର ଓ ଶନିବାର: କାରବାରରେ ପରିଶ୍ରମ ଅନୁସା‌େର ଲାଭ ପାଇବେ।

Advertisment

publive-imageରବି, ସୋମ ଓ ମଙ୍ଗଳବାର: ନିଜର ସ୍ଥିତି ମଜଭୁତ କରିପାରିବେ। ବୁଧ ଓ ଗୁରୁବାର: ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର: ମନକଥା ସାଥୀଙ୍କୁ କହିବେ।

publive-imageରବି, ସୋମ ଓ ମଙ୍ଗଳବାର: କାମରେ ଭଲ ସଫଳତା ପାଇବେ। ବୁଧ ଓ ଗୁରୁବାର: ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ। ଶୁକ୍ର ଓ ଶନିବାର: ଘରର ପରିବେଶ ସକାରାତ୍ମକ ରହିବ।

publive-image

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ ବୃଦ୍ଧିଲାଗି ଅଧିକ ପରିଶ୍ରମ କରିବେ। ବୁଧ ଓ ଗୁରୁବାର: ପାଠପଢ଼ାରେ ମନ ଲାଗିବ। ଶୁକ୍ର ଓ ଶନିବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।

publive-imageରବି, ସୋମ ଓ ମଙ୍ଗଳବାର: ଆହ୍ବାନର ପଛଘୁଞ୍ଚା ନେବେ ନାହିଁ। ବୁଧ ଓ ଗୁରୁବାର: ଚାକିରିରେ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

publive-imageରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ବୁଧ ଓ ଗୁରୁବାର: ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ।

publive-imageରବି, ସୋମ ଓ ମଙ୍ଗଳବାର: ଭଲ ଜାଗାରେ ନିବେଶ କରିପାରନ୍ତି। ବୁଧ ଓ ଗୁରୁବାର: ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ଶୁକ୍ର ଓ ଶନିବାର: କୌଣସି ସହକର୍ମୀଙ୍କ ସହ ସଂପର୍କ ଘନିଷ୍ଠ ହେବ।

publive-imageରବି, ସୋମ ଓ ମଙ୍ଗଳବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ ଓ ଗୁରୁବାର: ଧନଲାଭ ଯୋଗ ରହିଛି। ଶୁକ୍ର ଓ ଶନିବାର: ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।

publive-imageରବି, ସୋମ ଓ ମଙ୍ଗଳବାର: ଛୋଟିଆ ସୁଯୋଗ ଆପଣଙ୍କୁ ଶେଠ ବନାଇପାରେ। ବୁଧ ଓ ଗୁରୁବାର: ବିବାହିତଙ୍କ ଜୀବନରେ ସବୁ ଭଲ ରହିବ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ବଢ଼ିବ।

publive-imageରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ସକାରାତ୍ମକ ମାନସିକତା ରଖନ୍ତୁ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ସୁଖମୟ ହେବ।

publive-image

ରବି, ସୋମ ଓ ମଙ୍ଗଳବାର: ଆୟ ରାସ୍ତାରେ ବାଧା ଦୂର ହେବ। ବୁଧ ଓ ଗୁରୁବାର: ସବୁ କାମ ସରଳତା ପୂର୍ବକ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ଚାକିରିରେ ପଦୋନ୍ନତି ସହ ବଦଳିର ସମ୍ଭାବନା।

publive-imageରବି, ସୋମ ଓ ମଙ୍ଗଳବାର: ପୂର୍ବକଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ।