ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବୁଧ ଓ ଗୁରୁବାର: ନୂଆ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ମନର କଥା ପାଖଲୋକଙ୍କୁ କହିବେ।

ରବି, ସୋମ ଓ ମଙ୍ଗଳବାର: କରିଆସୁଥିବା କାମରେ ଲାଭ ପାଇବେ। ବୁଧ ଓ ଗୁରୁବାର: ଘରର କୌଣସି ବିଷୟରେ ନିର୍ଣ୍ଣୟ ନେବେ। ଶୁକ୍ର ଓ ଶନିବାର: ଅଚାନକ ଧନପ୍ରାପ୍ତି ହେବ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବି, ସୋମ ଓ ମଙ୍ଗଳବାର: ଚାକିରି ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ ରହିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ବୁଧ ଓ ଗୁରୁବାର କାମର ଅବରୋଧରୁ କିଛି ଶିଖିବେ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ରବି, ସୋମ ଓ ମଙ୍ଗଳବାର: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ଧନପ୍ରାପ୍ତି ପାଇଁ ଭଲ ଯୋଗ ରହିଛି। ଶୁକ୍ର ଓ ଶନିବାର: ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଲାଗି ଚିନ୍ତା କରିବେ। ବୁଧ ଓ ଗୁରୁବାର: ସରକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ।

ରବି, ସୋମ ଓ ମଙ୍ଗଳବାର: ଚାଲେଞ୍ଜ୍‌କୁ ଦୃଢ଼ ଭାବେ ମୁକାବିଲା କରିବେ। ବୁଧ ଓ ଗୁରୁବାର: ଲେଖକ କଳାକାରଙ୍କ ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସଫଳତା ଲାଗି ପ୍ରୟାସ ଜାରି ରଖନ୍ତୁ। ବୁଧ ଓ ଗୁରୁବାର: କାମ ପ୍ରତି ଏକାଗ୍ରତା ବଜାୟ ରହିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଅଧିକା କାମ ପାଇଁ ପ୍ରସ୍ତୁତ ରହିବେ। ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: ନିବେଶ ସମ୍ବନ୍ଧରେ ପରାମର୍ଶ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଆମଦାନୀ ରପ୍ତାନି କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଶୁକ୍ର ଓ ଶନିବାର: ପାରିବରିକ ସମ୍ବନ୍ଧ ମଜଭୁତ ହେବ।

ରବି, ସୋମ ଓ ମଙ୍ଗଳବାର: ସବୁ କାମ ମନମୁତାବକ ପୂରା ହେବ। ବୁଧ ଓ ଗୁରୁବାର: ଭଲ ଚାକିରିର ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର