ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ସମ୍ମାନାସ୍ପଦ ଲୋକଙ୍କ ସହ ମିଶିବେ। ଶୁକ୍ର ଓ ଶନିବାର: ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜିବେ।

ରବି, ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର: ପାଖ ଲୋକଙ୍କଠାରୁ ଖୁସି ଖବର ପାଇବେ।

ରବି, ସୋମ ଓ ମଙ୍ଗଳବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବଡ଼ ବ୍ୟବସାୟ ଦଳ ସହ ସଂପର୍କ ଯୋଡ଼ିପାରନ୍ତି। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।

ରବି, ସୋମ ଓ ମଙ୍ଗଳବାର: ପରିବାରରେ ଅଶାନ୍ତି ଦୂର ହେବ। ବୁଧ ଓ ଗୁରୁବାର: କ୍ୟାରିୟରରେ ସଫଳତା ହାସଲ କରିବେ। ଶୁକ୍ର ଓ ଶନିବାର: ଜରୁରୀ ବିଷୟରେ ଭାବୁକ ହୋଇପାରନ୍ତି।

ରବି, ସୋମ ଓ ମଙ୍ଗଳବାର: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ଦରକାରୀ ଲୋକଙ୍କ କାମରେ ଆସିବେ। ଶୁକ୍ର ଓ ଶନିବାର: କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ସଫଳତା ପାଇବେ।

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ। ବୁଧ ଓ ଗୁରୁବାର: ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଧନପ୍ରାପ୍ତି ଲାଗି ଭଲ ଯୋଗ ରହିଛି।

ରବି, ସୋମ ଓ ମଙ୍ଗଳବାର: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ବୁଧ ଓ ଗୁରୁବାର: କଳାକାରଙ୍କ ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର: ଅନ୍ୟମାନଙ୍କର ସହଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ମକଦ୍ଦମାରେ ଜୟ ଲାଭ କରିବେ। ବୁଧ ଓ ଗୁରୁବାର: ପରିଶ୍ରମ ଫଳ ସଂପୂର୍ଣ୍ଣ ଭାବେ ପାଇବେ। ଶୁକ୍ର ଓ ଶନିବାର: ନବଦମ୍ପତିଙ୍କ ଲାଗି ସମୟ ଭଲ।

ରବି, ସୋମ ଓ ମଙ୍ଗଳବାର: ନୂଆ କୌଶଳରେ କାମ କରି ସଫଳତା ପାଇବେ। ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: ପୁଞ୍ଜି ନିବେଶ ସମ୍ବନ୍ଧରେ ପରାମର୍ଶ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଆମଦାନୀ ପାଇଁ ନୂଆ ଉତ୍ସ ମିଳିପାରେ। ବୁଧ ଓ ଗୁରୁବାର: ପରିବାର ଲୋକଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ବକେୟା ଅର୍ଥ ପାଇବେ।

ରବି, ସୋମ ଓ ମଙ୍ଗଳବାର: ସରକାରୀ କାମରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଆମଦାନୀ ରପ୍ତାନିରେ ଲାଭ ହେବ। ଶୁକ୍ର ଓ ଶନିବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: କୌଣସି ନୂଆ କାମ ଶିଖିବାର ଅବସର ପାଇବେ। ବୁଧ ଓ ଗୁରୁବାର: ପ୍ରିୟଜନଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ।

ସମ୍ବନ୍ଧିତ ଖବର