ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ମଙ୍ଗଳ ଓ ବୁଧବାର: କାମ ପ୍ରତି ସକ୍ରିୟ ରହିବେ। ଗୁରୁ ଓ ଶୁକ୍ରବାର: ଘରେ ସୁଖଦ ବାତାବରଣ ବଜାୟ ରହିବ। ଶନିବାର: ବେପାରରେ ଉନ୍ନତି।

ରବି ଓ ସୋମବାର: ଲାଭର କିଛି ଅବସର ମିଳିବ। ମଙ୍ଗଳ ଓ ବୁଧବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ରବି ଓ ସୋମବାର: ପରିଶ୍ରମରେ ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ଅର୍ଥ ଉପାର୍ଜନ ଲାଗି ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସୁସମ୍ବାଦ ପାଇବେ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ପରିଶ୍ରମରେ ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ଅର୍ଥ ଉପାର୍ଜନ ଲାଗି ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ସୁସମ୍ବାଦ ପାଇବେ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ଆୟର ସ୍ରୋତ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ଭେଟ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ସଫଳତା। ଶନିବାର: ସ୍ୱାସ୍ଥ୍ୟରେ ସୁଧାର।

ରବି ଓ ସୋମବାର: ଖୁସି ଖବର ମିଳିପାରେ। ମଙ୍ଗଳ ଓ ବୁଧବାର: ଧନଲାଭର ନୂଆ ରାସ୍ତା ଖୋଲିବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

ରବି ଓ ସୋମବାର: ଖାସ୍‌ କାମରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ବେପାର ବୃତ୍ତିରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ବିବାହ ପ୍ରସ୍ତାବ ଆସିପାରେ। ଶନିବାର: ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର: ନୂଆ କାମ ପାଇବେ। ଗୁରୁ ଓ ଶୁକ୍ରବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ। ଶନିବାର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ନେଣଦେଣ ମାମଲାରେ ସାବଧାନ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କଠାରୁ ଉପହାର ମିଳିପାରେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ମନରେ ସକାରାତ୍ମକ ପରିବର୍ତ୍ତନ ହେବ। ମଙ୍ଗଳ ଓ ବୁଧବାର: ସମାଜରେ ଗରିମା ବଢ଼ିବ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ନିତିଦିନିଆ କାମରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ। ଶନିବାର: ନୂଆ କାମ ଶିଖିବାକୁ ମିଳିବ।

ରବି ଓ ସୋମବାର: ମନ ଉଦାସ ରହିବ। ମଙ୍ଗଳ ଓ ବୁଧବାର: ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଜୀବନଯାତ୍ରାରେ ପରିବର୍ତ୍ତନ ଆସିବ। ଶନିବାର: ବେପାରରେ ଉନ୍ନତି ହେବ।

ସମ୍ବନ୍ଧିତ ଖବର