ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ନୂଆ କାମ ଶିଖିବାର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଗୁରୁ, ଶୁକ୍ର ଓ ଶନିବାର: ଉନ୍ନତି ଲାଗି ନୂଆ ସାଧନ ମିଳିପାରେ।

ରବି ଓ ସୋମବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ବିଶେଷ କାମରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମିକାଙ୍କୁ ଉପହାର ଦେବେ।

ରବି ଓ ସୋମବାର: ଅଧୁରା କାମ ସଂପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ଅନ୍ୟମାନଙ୍କ ସହ ବ୍ୟବହାର ମଧୁର ରଖନ୍ତୁ।

ରବି ଓ ସୋମବାର: ଜରୁରୀ ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବନ୍ଧୁ ଆର୍ଥିକ ସହାୟତା ମାଗିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ରଚନାତ୍ମକ କାମରେ ସୁନାମ ଅର୍ଜିବେ।

ରବି ଓ ସୋମବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ମଙ୍ଗଳ ଓ ବୁଧବାର: ପ୍ରେମିକା ସହ ସମ୍ବନ୍ଧରେ ସୁଧାର ଆସିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ।

ରବି ଓ ସୋମବାର: ବାପା ମାଆଙ୍କର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ।

ରବି ଓ ସୋମବାର: ଜୀବନସାଥୀର ପରାମର୍ଶ ଲାଭପ୍ରଦ ହେବ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେଇପାରନ୍ତି।

ରବି ଓ ସୋମବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର: ଚକିରିଜୀବୀଙ୍କର ପଦୋନ୍ନତି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ମତାନ୍ତର ହୋଇପାରେ। ମଙ୍ଗଳ ଓ ବୁଧବାର: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବି ଓ ସୋମବାର: ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ମଙ୍ଗଳ ଓ ବୁଧବାର: ମାନସିକ ରୂପେ ଖୁସି ରହିବେ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ରବି ଓ ସୋମବାର: ବୈବାହିକ ଜୀବନ ଖୁସିଭରା ରହିବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ମକଦ୍ଦମାରେ ବିଜୟ ଲାଭ କରିବେ।

ରବି ଓ ସୋମବାର: ଧନପ୍ରାପ୍ତିର ଭଲ ଯୋଗ ରହିଛି। ମଙ୍ଗଳ ଓ ବୁଧବାର: ଗଲା ଚାକିରିର ସୁଯୋଗ ଆସିବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କୌଶଳରେ କାମ କରି ସଫଳତା ପାଇବେ।

ସମ୍ବନ୍ଧିତ ଖବର