ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଲକ୍ଷ୍ୟ ହାସଲ ପାଇଁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ଶୁକ୍ର ଓ ଶନିବାର: ଆୟର ନୂଆ ସାଧନ ପାଇବେ।

ରବି ଓ ସୋମବାର: କ୍ୟାରିୟର ଲାଗି ଭଲ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ପାଇପାରନ୍ତି। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ରବି ଓ ସୋମବାର: ବ୍ୟବସାୟକୁ ନେଇ ମନରେ ନୂଆ ବିଚାର ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମଧୁରତା ଆସିବ।

ରବି ଓ ସୋମବାର: ଧୈର୍ଯ୍ୟ ଧରି କାମ କଲେ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ଚାକିରିଜୀବୀଙ୍କ ଲାଗି ସମୟ ଉତ୍ତମ ରହିବ।

ରବି ଓ ସୋମବାର: ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଆହ୍ବାନର ସାମ୍‌ନା କରିପାରନ୍ତି। ଶୁକ୍ର ଓ ଶନିବାର: ପରିଶ୍ରମର ଭଲ ପରିଣାମ ପାଇବେ।

ରବି ଓ ସୋମବାର: ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହାୟତାରେ କାମ ପୂରା ହେବ। ଶୁକ୍ର ଓ ଶନିବାର: ବ୍ୟବସାୟରେ ଭଲ ପରିଣାମ ପାଇବେ।

ରବି ଓ ସୋମବାର: ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଶୁକ୍ର ଓ ଶନିବାର: ରାଜନୀତିରେ କିଛି ଆଶା ପୂରଣ ହେବ।

ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ରଚନାତ୍ମକ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ।

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧ ଭଲ ରହିବ।

ରବି ଓ ସୋମବାର: ଭାଗୀଦାର ବେପାରରେ ଯଥେଷ୍ଟ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ମନରେ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ରବି ଓ ସୋମବାର: ସବୁ ଦିଗରୁ ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ଶୁକ୍ର ଓ ଶନିବାର: ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ରବି ଓ ସୋମବାର: ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର

Comments are closed.