ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ମଙ୍ଗଳ ଓ ବୁଧବାର: ସବୁ ଇଚ୍ଛା ପୂରଣ ହେବ। ଗୁରୁ, ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରିରେ ବଦଳି ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।

ରବି ଓ ସୋମବାର: ଶୁଭ ଖବର ପାଇବେ। ମଙ୍ଗଳ ଓ ବୁଧବାର: କୌଣସି ସାହାଯ୍ୟକାରୀ ଭଲ ବନ୍ଧୁ ହେବେ। ଗୁରୁ, ଶୁକ୍ର ଓ ଶନିବାର: ଧନଲାଭର ମଉକା ପାଇବେ।

ରବି ଓ ସୋମବାର: ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ ଓ ବୁଧବାର: ଯଶଖ୍ୟାତି ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ।

ରବି ଓ ସୋମବାର: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ମଙ୍ଗଳ ଓ ବୁଧବାର: ଲାଭର ଅବସର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବଡ଼ କଂପାନି ସହ ଡିଲ୍‌ ପକ୍କା ହେବ।

ରବି ଓ ସୋମବାର: କାର୍ଯ୍ୟ ଭଲ ଭାବେ କରିବେ। ମଙ୍ଗଳ ଓ ବୁଧବାର: ବିବାଦଠୁ ଦୂରରେ ରୁହନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପାଣ୍ଠି ଲଗାଇ ପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ।

ରବି ଓ ସୋମବାର: ବ୍ୟକ୍ତିତ୍ବର ବିକଶିତ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସାହିତ୍ୟ କିମ୍ବା କବିତା ଲେଖିପାରନ୍ତି।

ରବି ଓ ସୋମବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର: କାମର ବୋଝ ଅଧିକ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବି ଓ ସୋମବାର: ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ହେବ। ମଙ୍ଗଳ ଓ ବୁଧବାର: କଳାକାରଙ୍କ ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ ଖୁସିର ଆଗମନ ହେବ।

ରବି ଓ ସୋମବାର: ସଂପତ୍ତି ବୃଦ୍ଧି ହୋଇପାରେ। ମଙ୍ଗଳ ଓ ବୁଧବାର: ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଗୁରୁ, ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ରବି ଓ ସୋମବାର: ପାରିବାରିକ ଜୀବନ ଶାନ୍ତିମୟ ହେବ। ମଙ୍ଗଳ ଓ ବୁଧବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଗୁରୁ, ଶୁକ୍ର ଓ ଶନିବାର: ଅନ୍ତରଙ୍ଗ ବନ୍ଧୁ ସହ ମିଶିବେ।

ସମ୍ବନ୍ଧିତ ଖବର