ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ପରିବାର ଲୋକ ସାହାଯ୍ୟ କରିବେ। ବୁଧ ଓ ଗୁରୁବାର: ମାନସମ୍ମାନ ବଢ଼ିବ। ଶୁକ୍ର ଓ ଶନିବାର: ବେପାରରେ ଯଥେଷ୍ଟ ଲାଭ ପାଇବେ।

ରବି, ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ପ୍ରତିଭା ବିକଶିତ ଲାଗି ସୁଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ଚାକିରି ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ସମ୍ବନ୍ଧରେ ମଧୁରତା ଆସିବ। ଶୁକ୍ର ଓ ଶନିବାର: ଘର ପ୍ରତି ଦାୟିତ୍ବ ବଢ଼ିବ।

ରବି, ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୁଧ ଓ ଗୁରୁବାର: ମନର କଥା ସାଥୀଙ୍କୁ କହିବେ। ଶୁକ୍ର ଓ ଶନିବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।

ରବି, ସୋମ ଓ ମଙ୍ଗଳବାର: କାମରେ ବନ୍ଧୁ ସାହାଯ୍ୟ କରିବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: ବନ୍ଧୁମାନଙ୍କ ସହ ମିଶିବା ଲାଗି ଚାହିଁବେ।

ରବି, ସୋମ ଓ ମଙ୍ଗଳବାର: ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

ରବି, ସୋମ ଓ ମଙ୍ଗଳବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ହେବ। ଶୁକ୍ର ଓ ଶନିବାର: କାମରେ ବନ୍ଧୁର ସାହାଯ୍ୟ ନେବେ।

ରବି, ସୋମ ଓ ମଙ୍ଗଳବାର: କାମ ଆରାମରେ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ।

ରବି, ସୋମ ଓ ମଙ୍ଗଳବାର: କାରବାରରେ ଲାଭ ପାଇବେ। ବୁଧ ଓ ଗୁରୁବାର: ମାନସିକ ରୂପେ ଖୁସି ରହିବେ। ଶୁକ୍ର ଓ ଶନିବାର: କାମ ପ୍ରତି ଏକାଗ୍ରତା ରହିବ।

ରବି, ସୋମ ଓ ମଙ୍ଗଳବାର: ଆମଦାନି ରପ୍ତାନିରେ ଲାଭ ହେବ। ବୁଧ ଓ ଗୁରୁବାର: ସବୁ ଇଚ୍ଛା ପୂରା ହେବ। ଶୁକ୍ର ଓ ଶନିବାର: ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ।

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବୁଧ ଓ ଗୁରୁବାର: ପ୍ରେମ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: କାରବାରରେ ଭାଇର ସହଯୋଗ ପାଇବେ।

ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶୁକ୍ର ଓ ଶନିବାର: ରୋଜଗାରର ଭଲ ଅବସର ପାଇବେ।

ସମ୍ବନ୍ଧିତ ଖବର