ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: କୌଣସି ମାମଲରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ। ଗୁରୁ ଓ ଶୁକ୍ରବାର: ଅଧୁରା କାମ ପୂରା ହେବ। ଶନିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ।

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ନୂତନତ୍ବ ଆସିବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କୁ ମନର କଥା କହିବେ। ଶନିବାର: ବାଣୀ ଉପରେ ସଂଯମ ରଖନ୍ତୁ।

ରବି ଓ ସୋମବାର: କାମକାର୍ଯ୍ୟରେ ଭାଇଙ୍କ ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ମକଦ୍ଦମାରେ ଜୟ ଲାଭ କରିବେ। ଗୁରୁ ଓ ଶୁକ୍ରବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ଶନିବାର: ପ୍ରେମରେ ସଫଳତା।

ରବି ଓ ସୋମବାର: ସବୁ କଷ୍ଟ ନିବାରଣ ହେବ। ମଙ୍ଗଳ ଓ ବୁଧବାର: ଲାଭ ପାଇଁ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ମାନସିକ ରୂପେ ଖୁସି ରହିବେ। ଶନିବାର: ବକେୟା ଅର୍ଥ ପାଇବେ।

ରବି ଓ ସୋମବାର: ମନସ୍କାମନା ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ପରିଶ୍ରମ ବଳରେ ସୁନାମ ଅର୍ଜିବେ। ଗରୁ ଓ ଶୁକ୍ରବାର: ବିବାଦଠୁଁ ଦୂରରେ ରୁହନ୍ତୁ। ଶନିବାର: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ।

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମଙ୍ଗଳ ଓ ବୁଧବାର: ପ୍ରେମିକାଙ୍କୁ ଉପହାର ଦେବେ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ଦିଗ ବଦଳାଇ ପାରନ୍ତି। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ନୂଆ କାମ ମିଳିପାରେ। ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଶନିବାର: ଯୋଜନା ପରିବର୍ତ୍ତନ କରିବେ।

ରବି ଓ ସୋମବାର: ଆୟ ବଢ଼ିବ। ମଙ୍ଗଳ ଓ ବୁଧବାର: ଘର ସଜାଇବାରେ ଧ୍ୟାନ ଦେବେ। ଗୁରୁ ଓ ଶୁକ୍ରବାର: ନୂଆ କାମ ଶିଖିବାର ସୁଯୋଗ ପାଇବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ନବବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: ମାନସମ୍ମାନରେ ବୃଦ୍ଧି ହେବ।

ରବି ଓ ସୋମବାର: ସବୁ ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ନୂଆ ବ୍ୟବସାୟ କରିବାକୁ ଭାବିବେ। ଗୁରୁ ଓ ଶୁକ୍ରବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବି ଓ ସୋମବାର: କାରବାରରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ଜୀବନସାଥୀଙ୍କୁ ଉପହାର ଦେବେ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ସମ୍ବନ୍ଧିତ ଖବର