ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କୌଣସି ବିଶେଷ ଖବର ପାଇବେ। ମଙ୍ଗଳ ଓ ବୁଧବାର: ସମାଜରେ ଯଶଖ୍ୟାତି ବଢ଼ିବ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ହେବ। ଶନିବାର: ସବୁ ଇଚ୍ଛା ପୂରଣ ହେବ।

ରବି ଓ ସୋମବାର: ନୂଆ ଦାୟିତ୍ବ ଆସିପାରେ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ଆଗରେ ନିଜ କଥା ଭଲ ଭାବରେ ରଖିବେ। ଗୁରୁ ଓ ଶୁକ୍ରବାର: ଅଧୁରା କାର୍ଯ୍ୟ ପୂରା ହେବ। ଶନିବାର: ପ୍ରେମ ଜୀବନ ଭଲ ହେବ।

ରବି ଓ ସୋମବାର: ଲୋକେ ଆପଣଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଜୀବନରେ କିଛି ପରିବର୍ତ୍ତନ ଆସିବ।

ରବି ଓ ସୋମବାର: ପରିବାରରେ ସୁଖଦ ପରିବେଶ ରହିବ। ମଙ୍ଗଳ ଓ ବୁଧବାର: କିଛି ନୂଆ ଶିକ୍ଷା ଲାଭ କରିବେ। ଗୁରୁ ଓ ଶୁକ୍ରବାର: କାମରେ ସଫଳତା ପାଇବେ। ଶନିବାର: ପ୍ରିୟଜନଙ୍କୁ ଉପହାର ଦେବେ।

ରବି ଓ ସୋମବାର: କାମ ପାଇଁ ଚେଷ୍ଟାରେ ସଫଳ ହେବେ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ଶନିବାର: ଚାକିରି ବୃତ୍ତିରେ ମନ ଲାଗିବ।

ରବି ଓ ସୋମବାର: ବଡ଼ ସୁଯୋଗ ଅପେକ୍ଷା କରି ରହିଛି। ମଙ୍ଗଳ ଓ ବୁଧବାର: କାମର ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର: ଆତ୍ମବିଶ୍ବାସ ଦୋହଲିପାରେ। ଶନିବାର: ଘରକୁ ବନ୍ଧୁ ଆସିବେ।

ରବି ଓ ସୋମବାର: ଶିକ୍ଷକଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: କାରବାରରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଜୀବନକୁ ଭଲ କରିବାକୁ ଚେଷ୍ଟା କରିବେ। ଶନିବାର: ଖୁସି ଖବର ପାଇବେ।

ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସମ୍ମାନ ପାଇବେ। ଗୁରୁ ଓ ଶୁକ୍ରବାର: ଚାକିରିର ଖବର ଆସିବ। ଶନିବାର: ସମାଜରେ ପ୍ରତିଷ୍ଠା ବଢ଼ିବ।

ରବି ଓ ସୋମବାର: ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ପ୍ରେମ ଜୀବନ ମଧୁର ରହିବ। ଗୁରୁ ଓ ଶୁକ୍ରବାର: ଆୟ ବୃଦ୍ଧି ହେବ। ଶନିବାର: ଜୀବନସାଥୀଙ୍କ ସହଯୋଗ ପାଇବେ।

ରବି ଓ ସୋମବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ବରିଷ୍ଠଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଶନିବାର: ଲେଖକଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନରେ ସୁଖ ମିଳିବ। ଗରୁ ଓ ଶୁକ୍ରବାର ବେପାରରେ ଲାଭ ହେବ। ଶନିବାର: ଚିନ୍ତା ମୁକ୍ତ ରହିବେ।

ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ବେପାରରେ ବୃଦ୍ଧି ହେବ। ଶନିବାର: ମନ ଶାନ୍ତ ରହିବ।

ସମ୍ବନ୍ଧିତ ଖବର