ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମଙ୍ଗଳ ଓ ବୁଧବାର: କାମର ବୋଝ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରତିଭାର ବିକଶିତ ପାଇଁ ମଉକା ପାଇବେ।

ରବି ଓ ସୋମବାର: ବନ୍ଧୁ ସହ ଭଲ କଥା ହେବେ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କାମ ପୂରା କରିବା ପାଇଁ ବରିଷ୍ଠର ସାହାଯ୍ୟ ପାଇବେ।

ରବି ଓ ସୋମବାର: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।

ରବି ଓ ସୋମବାର: ପାରିବାରିକ ଦାୟିତ୍ବ ବଢ଼ିବ। ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ, ଶୁକ୍ର ଓ ଶନିବାର: କାମର ବୋଝ ଅଧିକ ରହିବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ବିଶେଷଜ୍ଞଙ୍କ ମତ ନେଇ ନୂଆ କାମ କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ରାଜନୀତିରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ। ଗରୁ, ଶୁକ୍ର ଓ ଶନିବାର: ଆର୍ଥିକ ଲାଭ ଯୋଗ ରହିଛି।

ରବି ଓ ସୋମବାର: ଭ୍ରମଣ ସୁଖଦ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟବନ୍ଧୁ ସହ ମିଶିବାର ସୁଯୋଗ ପାଇବେ।

ରବି ଓ ସୋମବାର: କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଘରକୁ ନୂଆ ବନ୍ଧୁ ଆସିବେ। ଗୁରୁ, ଶୁକ୍ର ଓ ଶନିବାର: କାମ‌େର ବଡ଼ଭାଇର ସହଯୋଗ ପାଇବେ।

ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: କାର୍ଯ୍ୟରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।

ରବି ଓ ସୋମବାର: ଆଗକୁ ବଢ଼ିବାର ରାସ୍ତା ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଖୁସିରେ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

ରବି ଓ ସୋମବାର: ଆମଦାନୀ ପାଇଁ ନୂଆ ଉତ୍ସ ପାଇବେ। ମଙ୍ଗଳ ଓ ବୁଧବାର: ସମସ୍ୟାର ସମାଧାନ ହେବ। ଗୁରୁ, ଶୁକ୍ର ଓ ଶନିବାର: ମନରେ ବହୁତ ସକାରାତ୍ମକ ଭାବନା ଆସିବ।

ରବି ଓ ସୋମବାର: ବେପାରରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ପରୀକ୍ଷାରେ ଭଲ ଫଳ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ଲୋକ ସହ ତର୍କବିତର୍କ ହେବ।

ସମ୍ବନ୍ଧିତ ଖବର