ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ମନକୁ ଶାନ୍ତ ରଖନ୍ତୁ। ସୋମ ଓ ମଙ୍ଗଳବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବୁଧ ଓ ଗୁରୁବାର: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ନୂଆ ଦାୟିତ୍ବ ଶୀଘ୍ର ପାଇବେ। ସୋମ ଓ ମଙ୍ଗଳବାର: କାରବାରରେ ଲାଭ ହେବ। ବୁଧ ଓ ଗୁରୁବାର: ସାମାଜିକ ପରିସର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ରବିବାର: ଶୁଭ ଖବର ପାଇବେ। ସୋମ ଓ ମଙ୍ଗଳବାର: ଚାକିରିରେ ପଦୋନ୍ନତି ମିଳିପାରେ। ବୁଧ ଓ ଗୁରୁବାର: ଧନଲାଭର ମଉକା ପାଇବେ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ପ୍ରତିମୟ ହେବ।

ରବିବାର: ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ସାମାଜିକ ଜୀବନ ଭଲ ରହିବ। ବୁଧ ଓ ଗୁରୁବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: ବିବାଦଠୁ ଦୂରରେ ରୁହନ୍ତୁ।

ରବିବାର: ପ୍ରିୟଜନ ମିଳନ। ସୋମ ଓ ମଙ୍ଗଳବାର: ଲାଭର ଅବସର ପାଇବେ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ଶୁକ୍ର ଓ ଶନିବାର: ଭଲ ଖବର ପାଇବେ।

ରବିବାର: କାର୍ଯ୍ୟ ଭଲ ଭାବେ କରିବେ। ସୋମ ଓ ମଙ୍ଗଳବାର: ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ବୁଧ ଓ ଗୁରୁବାର: ରୋଜଗାରର ସୁଯୋଗ ଅଛି। ଶୁକ୍ର ଓ ଶନିବାର: ଲୋକପ୍ରିୟତା ବଢ଼ିବ।

ରବିବାର: ଆୟ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ କାମ ମିଳିପାରେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଆପଣଙ୍କୁ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ନୂଆ ଲକ୍ଷ୍ୟ ହାସଲ କରିବେ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶୁକ୍ର ଓ ଶନିବାର: ସବୁ ସମସ୍ୟାର ସମାଧାନ ବାହାରିବ।

ରବିବାର: ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ସୋମ ଓ ମଙ୍ଗଳବାର: ଜୀବନରେ ଖୁସିର ଆଗମନ ହେବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କୁ ଉପହାର ଦେବେ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ପ୍ରିୟବନ୍ଧୁ ସହ ମିଶିବେ। ସୋମ ଓ ମଙ୍ଗଳବାର: କୌଣସି ଜ୍ଞାନ କଥା ଶୁଣିବେ। ବୁଧ ଓ ଗୁରୁବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ସାମାଜିକ ଜୀବନ ଭଲ ରହିବ।

ରବିବାର: ଚିନ୍ତା ମୁକ୍ତ ରହିବେ। ସୋମ ଓ ମଙ୍ଗଳବାର: ଉନ୍ନତି ଲାଗି ନୂଆ ସାଧନ ପାଇବେ। ବୁଧ ଓ ଗୁରୁବାର: ପଇସାର ଅଭାବ ଅନୁଭବ କରିବେ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ବରେ ବିକଶିତ ହେବ।

ରବିବାର: କାମର ଗତି ବଢ଼ିବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର