ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ବନ୍ଧୁ ମିଳନ। ସୋମ, ମଙ୍ଗଳ ଓ ବୁଧବାର: ସବୁ ଆହ୍ବାନର ମୁକାବିଲା କରିପାରିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ଯୋଗ ରହିଛି। ଶନିବାର: ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି।

 

ରବିବାର: ସମସ୍ୟା କମ୍‌ ହେବ। ସୋମ, ମଙ୍ଗଳ ଓ ବୁଧବାର: ଆଗକୁ ବଢ଼ିବା ପାଇଁ ସମୟ ଭଲ। ଗୁରୁ ଓ ଶୁକ୍ରବାର: ସହପାଠୀଙ୍କୁ ନିଜର କଥା କହିବେ। ଶନିବାର: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

ରବିବାର: ଲେଖକଙ୍କ ଲାଗି ସମୟ ଭଲ। ସୋମ, ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କର ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ମହିଳାମାନେ ଖୁସି ଖବର ପାଇବେ। ଶନିବାର: ପରିଶ୍ରମର ଫଳ ପାଇବେ।

 

ରବିବାର: ସମ୍ବନ୍ଧରେ ସୁଧାର ଆଣିବେ। ସୋମ, ମଙ୍ଗଳ ଓ ବୁଧବାର: ଆୟ ସ୍ରୋତରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଶନିବାର: ବ୍ୟବସାୟ ବୃଦ୍ଧି ହେବ।

 

ରବିବାର: ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି କାମରେ ଆପଣଙ୍କୁ ଲାଭ ହେବ। ଗୁରୁ ଓ ଶୁକ୍ରବାର: ନିଜ କାମରେ ବନ୍ଧୁର ସହାୟତା ନେଇପାରନ୍ତି। ଶନିବାର: ଖର୍ଚ୍ଚ ବଢ଼ିପାରେ।

 

ରବିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଅଧିକ ଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ଗୁରୁ ଓ ଶୁକ୍ରବାର: ନୂଆ ଉତ୍ସରୁ ଧନଲାଭ ହେବ। ଶନିବାର: ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବେ।

 

ରବିବାର: ରାଜନୀତିକ କାର୍ଯ୍ୟରେ ସମୟ ବିତିବ। ସୋମ, ମଙ୍ଗଳ ଓ ବୁଧବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କର ପ୍ରେମ ପାଇବେ। ଶନିବାର: ବେପାରରେ ଲାଭ ହେବ।

 

ରବିବାର: ବାପାଙ୍କର ମାର୍ଗ ଦର୍ଶନ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଗୁରୁ ଓ ଶୁକ୍ରବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଶନିବାର: ଧର୍ମ କାର୍ଯ୍ୟରେ ମନ ଲାଗିବ।

 

ରବିବାର: ପ୍ରେମ ଜୀବନ ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସବୁ ଭଲ ହେବ। ଗୁରୁ ଓ ଶୁକ୍ରବାର: ଆପଣାର ଲୋକଙ୍କଠାରୁ ଖୁସି ଖବର ପାଇବେ। ଶନିବାର: ଦାମ୍ପତ୍ୟ ଜୀବନରେ ସୁଖ ମିଳିବ।

 

ରବିବାର: ଜମିରେ ନିବେଶ କରିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ସମ୍ମାନିତ ହୋଇପାରନ୍ତି। ଶନିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ।

 

 

ରବିବାର: କଳାତ୍ମକ କାମରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ଜୀବନସାଥୀ ସହିତ ସମ୍ବନ୍ଧ ଭଲ ରହିବ। ଗୁରୁ ଓ ଶୁକ୍ରବାର: ନିରର୍ଥକ କାମଠୁଁ ଦୂରରେ ରୁହନ୍ତୁ। ଶନିବାର: ଆର୍ଥିକ ଲାଭର ସମ୍ଭାବନା।

 

ରବିବାର: ଘର କ୍ଳେଶ ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଅତୀତ କଥାକୁ ନେଇ ଚିନ୍ତିତ ରହିବେ। ଶନିବାର: ବେପାରରେ ଲାଭ ହେବ।

ସମ୍ବନ୍ଧିତ ଖବର