ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କାମରେ ସ˚ପୂର୍ଣ୍ଣ ଫଳ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ଗୁରୁ ଓ ଶୁକ୍ରବାର: ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ। ଶନିବାର: ଲାଭର ଅବସର ପାଇବେ।

 

ରବିବାର: ବନ୍ଧୁଠାରୁ ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ଗୁରୁ ଓ ଶୁକ୍ରବାର: ଗବେଷଣା କାମରେ ମନ ଲାଗିବ। ଶନିବାର: ଲୋକପ୍ରିୟତା ବଢ଼ିବ।

 

ରବିବାର: ଅନୁଭବୀ ଲୋକଙ୍କ ସହିତ ସାକ୍ଷାତ ହେବ। ସୋମ, ମଙ୍ଗଳ ଓ ବୁଧବାର: ସବୁ କାମ ମନମୁତାବକ ସ˚ପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ସମ୍ମାନ ପାଇବେ। ଶନିବାର: କୃଷିଜୀବୀଙ୍କୁ ଲାଭ ମିଳିବ।

 

ରବିବାର: ଖୁସି ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଗୁରୁ ଓ ଶୁକ୍ରବାର: ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଶନିବାର: ଜମିରେ ନିବେଶ କରିପାରନ୍ତି।

 

ରବିବାର: ଜୀବନସାଥୀଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ସାମାଜିକ ପରିସର ବୃଦ୍ଧି ହେବ। ଶନିବାର: ବ୍ୟବସାୟୀଙ୍କୁ ଧନଲାଭ ହେବ।

 

ରବିବାର: କାମରେ ଯଥେଷ୍ଟ ବ୍ୟସ୍ତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଆପଣଙ୍କ ଲେଖା ଚାରିଆଡ଼େ ପ୍ରଶ˚ସା ହେବ। ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ଶନିବାର: ଧନଲାଭ ହେବ।

 

ରବିବାର: ନୂଆ କାର୍ଯ୍ୟରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: କୌଣସି ବଡ଼ ପ୍ରସଙ୍ଗରେ ନିର୍ଣ୍ଣୟ ନେଇ ପାରନ୍ତି। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ଅଫିସ୍‌ରେ କାମ ବଢ଼ିପାରେ।

 

ରବିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ବେପାରରେ ବିସ୍ତାର କରିପାରନ୍ତି। ଗୁରୁ ଓ ଶୁକ୍ରବାର: କମ୍‌ ପରିଶ୍ରମରେ ଅଧିକ ଫଳ ପାଇବେ। ଶନିବାର: ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ ବଢ଼ିବ।

 

ରବିବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ସୋମ, ମଙ୍ଗଳ ଓ ବୁଧବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ରବିବାର: ସାମାଜିକ କାର୍ଯ୍ୟରେ ସମୟ ବିତିବ। ସୋମ, ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତି କାମରେ ଦୂର ସ୍ଥାନକୁ ଯିବେ। ଗୁରୁ ଓ ଶୁକ୍ରବାର: ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଶନିବାର: ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହେବ।

 

 

ରବିବାର: ମନରେ ନୂଆ ନୂଆ ବିଚାର ଆସିବ। ସୋମ, ମଙ୍ଗଳ ଓ ବୁଧବାର: ବେକାରଙ୍କୁ ରୋଜଗାର ମିଳିବ। ଗୁରୁ ଓ ଶୁକ୍ରବାର: ପାରିବାରିକ ଜୀବନ ମଜଭୁତ ହେବ। ଶନିବାର: କୌଣସି କାମର ଯୋଜନା କରିବେ।

 

ରବିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଅଧିକ ପରିଶ୍ରମ କରିବେ। ଗୁରୁ ଓ ଶୁକ୍ରବାର: ପ୍ରିୟତମଙ୍କୁ ଉପହାର ଦେବେ। ଶନିବାର: ନିଆଁ ଓ ଗରମ ପାଣି ପ୍ରତି ସାବଧାନ ରୁହନ୍ତୁ।

ସମ୍ବନ୍ଧିତ ଖବର