ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମ ପାଇବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

 

ରବିବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ସୋମ ଓ ମଙ୍ଗଳବାର: ଅଧୁରା କାମ ସ˚ପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଭଲ ରହିବ। ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

 

ରବିବାର: ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ। ସୋମ ଓ ମଙ୍ଗଳବାର: ମାଆ ଦୁର୍ଗାଙ୍କ ପ୍ରତି ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଚାକିରି ବୃତ୍ତିରେ ସଫଳତା ପାଇବେ। ଶନିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ରବିବାର: ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ବିଶେଷ କାମରେ ବାଧା ଉପୁଜିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶନିବାର: କାରବାର ବୃଦ୍ଧି ହେବ।

 

ରବିବାର: କାର୍ଯ୍ୟବ୍ୟସ୍ତତା ବଢ଼ିବ। ସୋମ ଓ ମଙ୍ଗଳବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୈତିକ ପରିସର ବଢ଼ିବ। ଶନିବାର: ଲାଗି ରହିଥିବା ଚିନ୍ତା ଦୂର ହେବ।

 

ରବିବାର: ଆୟ ବୃଦ୍ଧିର ସମ୍ଭାବନା। ସୋମ ଓ ମଙ୍ଗଳବାର: ନୂଆ ଶକ୍ତି ଅନୁଭବ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ବିବାହିତଙ୍କ ପାଇଁ ସମୟ ଭଲ। ଶନିବାର: ସାମାଜିକ ପରିଧି ବଢ଼ିବ।

 

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଅସହାୟ ଲୋକଙ୍କୁ ସହାୟତା କରିବେ। ଶନିବାର: ନିଜ କାମରେ ସ˚ଶ୍ଳିଷ୍ଟ ରହିବେ।

 

ରବିବାର: ଆଶା ପୂରଣ ହେବ। ସୋମ ଓ ମଙ୍ଗଳବାର: ଅବସରର ଲାଭ ନିଅନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ଶନିବାର: ସଫଳତାର ଶିଖର ଆଡ଼କୁ ଆଗେଇବେ।

 

ରବିବାର: ସତ୍‌ସଙ୍ଗରେ ସମୟ ବିତିବ। ସୋମ ଓ ମଙ୍ଗଳବାର: ଧାର୍ମିକ ଭାବନା ଉଦୟ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ପ୍ରସଙ୍ଗରେ ସୁଧାର ହୋଇପାରେ। ଶନିବାର: ପ୍ରେମ ସମ୍ବନ୍ଧ ଭଲ ରହିବ।

 

ରବିବାର: ପ୍ରୟାସରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଜମାପୁଞ୍ଜି ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସୁଖସୁବିଧା ବୃଦ୍ଧି ହେବ। ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

 

 

ରବିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ ଓ ମଙ୍ଗଳବାର: ସଫଳତାର ପାହାଚ ଚଢ଼ିବେ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶନିବାର: ବ୍ୟବସାୟରେ ନୂଆ ଡିଲ୍‌ ହେବ।

 

ରବିବାର: ନୂଆ ବସ୍ତୁ କିଣିବେ। ସୋମ ଓ ମଙ୍ଗଳବାର: ଅନୈତିକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଆଗକୁ ବଢ଼ିବେ। ଶନିବାର: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର