ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବିଶେଷ କାମରେ ବନ୍ଧୁର ସାହଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: କାମ ପ୍ରତି ଏକାଗ୍ରତା ରହିବ। ଗୁରୁ, ଶୁକ୍ର ଓ ଶନିବାର: ସମାଜରେ ମାନ ସମ୍ମାନ ବଢ଼ିବ ଏବ˚ ବେପାରରେ ଲାଭ ହେବ।

 

ରବି ଓ ସୋମବାର: ସମ୍ବନ୍ଧରେ ନୂତନ୍ବତ ଆସିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ନୂଆ କାମ ଅରମ୍ଭ କରିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ।

 

ରବି ଓ ସୋମବାର: ସବୁ କାମରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ମଙ୍ଗଳ ଓ ବୁଧବାର: ଘରର ଆବଶ୍ୟକତା ଉପରେ ଧୢାନ ଦିଅନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଧନଲାଭ ସହିତ ଖୁସିର ଆଗମନ ହେବ।

 

ରବି ଓ ସୋମବାର: ବଡ଼ କମ୍ପାନିରେ ଚାକିରି ମିଳିପାରେ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ସୁଧାର ଆଣିବା ଲାଗି ସମୟ ଭଲ। ଗୁରୁ, ଶୁକ୍ର ଓ ଶନିବାର: ପୂର୍ବରୁ କରିଥିବା କାମରେ ଲାଭ ପାଇବେ।

 

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବା ପାଇଁ ଭାବିବେ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ କମ୍‌ ପରିଶ୍ରମରେ ଭଲ ପରିଣାମ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

 

ରବି ଓ ସୋମବାର: ସମ୍ମୁଖକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରି ପାରବେ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ପ୍ରସଙ୍ଗରେ ଚିନ୍ତା ବଦଳିପାରେ।

 

ରବି ଓ ସୋମବାର: କାମର ଦକ୍ଷତା ଠିକ୍‌ ରଖନ୍ତୁ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତି ସମ୍ଭାଳି ନେବେ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ସ˚ଗଠନରେ ଯୋଗ ଦେବାର ସୁଯୋଗ ଆସିବ।

 

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବେ। ମଙ୍ଗଳ ଓ ବୁଧବାର: ନବ ବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ଭଲ ସୁଯୋଗ କାର୍ଯ୍ୟ କ୍ଷେତ୍ରରେ ଆସିବ। ମନ ଉଦାସ ରହିବ।

 

ରବି ଓ ସୋମବାର: ସକାରାତ୍ମକ ନିର୍ଣ୍ଣୟ ନେବାରେ ସଫଳ ହେବେ। ମଙ୍ଗଳ ଓ ବୁଧବାର: ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ଗୁରୁ, ଶୁକ୍ର ଓ ଶନିବାର: କୌଣସି କଥାକୁ ନେଇ ସମ୍ବନ୍ଧରେ ତିକ୍ତତା ଆସିପାରେ।

 

ରବି ଓ ସୋମବାର: କୌଣସି ଚୁକ୍ତିବଦ୍ଧ କାର୍ଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଲାଭ ପାଇଁ ଏକାଧିକ ସୁଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଧାର ନେବା ଓ ଦେବାରେ ନିବୃତ୍ତ ରୁହନ୍ତୁ।

 

 

ରବି ଓ ସୋମବାର: ନୂଆ କାମ ଆରମ୍ଭ କରିବେ। ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।

 

ରବି ଓ ସୋମବାର: ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ମଙ୍ଗଳ ଓ ବୁଧବାର: ଜୀବନକୁ ଭଲ କରିବା ଲାଗି ଅବସର ପାଇବେ। ଗୁରୁ, ଶୁକ୍ର ଓ ଶନିବାର ଆମଦାନୀ ରପ୍ତାନିରେ ଲାଭ ପାଇବେ।

ସମ୍ବନ୍ଧିତ ଖବର