ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ବ ବିକଶିତ ହେବ। ଗୁରୁ ଓ ଶୁକ୍ରବାର: ଭାବିଥିବା କାମ ପୂର୍ଣ୍ଣ ହେବ। ଶନିବାର: ବେପାରରେ ଲାଭ ପାଇବେ।

ରବିବାର: ଧାର୍ମିକ କାର୍ଯ୍ୟ କରିବେ। ସୋମ, ମଙ୍ଗଳ ଓ ବୁଧବାର: ବିଶେଷ କାମରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ବନ୍ଧୁ ସହ ଦେଖାହେବ।

ରବିବାର: ବରିଷ୍ଠଙ୍କ ସାହାଯ୍ୟ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ଜୀବନରେ ଖୁସି ଆସିବ।

ରବିବାର: କାମର ଗତି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ନୂଆ ଚାକିରିର ସୁଯୋଗ ରହିଛି। ଶନିବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ରବିବାର: ସମସ୍ୟାର ଅନ୍ତ ହେବ। ସୋମ, ମଙ୍ଗଳ ଓ ବୁଧବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ ଓ ଶୁକ୍ରବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶନିବାର: ଲେଖକଙ୍କ ଲାଗି ସମୟ ଭଲ।

ରବିବାର: ଆମଦାନୀର ନୂଆ ଉତ୍ସ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ସବୁ ଇଚ୍ଛା ପୂରଣ ହେବ।

ରବିବାର: ଭ୍ରମଣ ସୁଖଦ ରହିବ। ସୋମ, ମଙ୍ଗଳ ଓ ବୁଧବାର: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ଧନଲାଭର ସୁଯୋଗ ପାଇବେ। ଶନିବାର: ଠିକ୍‌ ଯୋଜନା ପ୍ରସ୍ତୁତ କରିବେ।

ରବିବାର: ଗବେଷଣା କାମରେ ମନ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର: ଲୋକପ୍ରିୟତା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହେବେ। ଶନିବାର: ବକେୟା ପଇସା ପାଇବେ।

ରବିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ରୋଜଗାରର ସୁଯୋଗ ରହିଛି। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଶନିବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ।

ରବିବାର: ଭଲ ଲୋକଙ୍କ ସହ ସାକ୍ଷାତ ହେବ। ସୋମ, ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଧାର୍ମିକ କାମରେ ଆସ୍ଥା ବଢ଼ିବ। ଶନିବାର: ସବୁ ସମସ୍ୟା ଦୂର ହେବ।

ରବିବାର: ଘରର କ୍ଳେଶ ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ସାହିତ୍ୟ କିମ୍ବା କବିତା ଲେଖିପାରନ୍ତି। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଶନିବାର: ଭଲ ଖବର ପାଇବେ।

ରବିବାର: ସମସ୍ୟାର ନିବାରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଭଲ ଭାବେ କାର୍ଯ୍ୟ ସଂପାଦନ କରିବେ। ଶନିବାର: ବିବାଦଠୁଁ ଦୂ‌େରଇ ରୁହନ୍ତୁ।

ସମ୍ବନ୍ଧିତ ଖବର