ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମ ଲାଗି ପ୍ରସ୍ତୁତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ଶନିବାର: ପ୍ରିୟତମଙ୍କ ସହିତ ଭ୍ରମଣରେ ଯିବେ।

ରବିବାର: କାରବାରରେ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କାମ କରିବା ଶୈଳୀ ବଦଳାଇବେ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶନିବାର: ଆୟ ବଢ଼ିବ।

ରବିବାର: ଆର୍ଥିକ ଲାଭର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର: ଯାହା ବି କାମ କରିବେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରିୟତମାଙ୍କୁ ଉପହାର ଦେବେ। ଶନିବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ।

ରବିବାର: ଯାତ୍ରା ଫଳପ୍ରଦ ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ଗୁରୁ ଓ ଶୁକ୍ରବାର: ରଚନାତ୍ମକ କାମରେ ମନ ଲାଗିବ। ଶନିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।

ରବିବାର: ଧନଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ପାରିବାରିକ ସମସ୍ୟାର ସମ଼ାଧାନ ବାହାରିବ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ରବିବାର: ଆୟ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଜୀବନକୁ ଉତ୍କଷ୍ଟ କରିବା ଲାଗି ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଆତ୍ମବିଶ୍ବାସ ଦୋହଲିପାରେ। ସୋମ, ମଙ୍ଗଳ ଓ ବୁଧବାର: ବଡ଼ କ˚ପାନି ସହିତ ଡିଲ୍‌ କରିବାର ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଶନିବାର: ବନ୍ଧୁ ମିଳନ।

ରବିବାର: ସବୁ ଅଶାନ୍ତି ଦୂର ହେବ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାର୍ଯ୍ୟରେ ସାହାଯ୍ୟ ପାଇପାରିବେ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ପ୍ରୀତିମୟ ହେବ। ଶନିବାର: ଛାତ୍ରଙ୍କୁ ଭଲ ଖବର ମିଳିବ।

ରବିବାର: ସମସ୍ୟା କମ୍‌ ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ବିଶେଷ କାମରେ ସଫଳତା ହାସଲ ହେବ। ଶନିବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ରବିବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଲୋକଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ନୂଆ କାର୍ଯ୍ୟରେ ମନ ଲାଗିବ। ଶନିବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ।

ରବିବାର: କୌଣସି କାମରେ ଲାଭ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ଗୁରୁ ଓ ଶୁକ୍ରବାର: ପ୍ରଗତିରେ ଗତିରୋଧ ହୋଇପାରେ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଭଲ କ˚ପାନିରେ ଚାକିରି ପାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ମାନସମ୍ମାନ ବଢ଼ିବ। ଶନିବାର: ପ୍ରେମ ପ୍ରସ୍ତାବ ମିଳିପାରେ।

ସମ୍ବନ୍ଧିତ ଖବର