ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପ୍ରିୟତମାଙ୍କୁ ଉପହାର ଦେବେ। ମଙ୍ଗଳ ଓ ବୁଧବାର: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ଗୁରୁ ଓ ଶୁକ୍ରବାର: କୌଣସି କାମରେ ଲାଭ ପାଇବେ। ଶନିବାର: ମନ ଶାନ୍ତ ରହିବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ମଙ୍ଗଳ ଓ ବୁଧବାର: ଧନ ମାମଲାରେ ସ୍ଥିତି ଭଲ ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: ଘର କାମରେ ବାହାରକୁ ଯାଇପାରନ୍ତି। ମଙ୍ଗଳ ଓ ବୁଧବାର: ଠିକାଦାରଙ୍କୁ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ରବି ଓ ସୋମବାର: ଧାର୍ମିକ କାମରେ ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। ଗୁରୁ ଓ ଶକ୍ରବାର ଶୌର୍ଯ୍ୟ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। ଶନିବାର: ପ୍ରିୟତମାଙ୍କୁ ଉପହାର ଦେବେ।

ରବି ଓ ସୋମବାର: ଧନଧାନ୍ୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ପ୍ରେମିକାଙ୍କୁ ଲୋଭନୀୟ ବସ୍ତୁ ଉପହାର ଦେବେ। ଗୁରୁ ଓ ଶୁକ୍ରବାର: ରୋଜଗାର ଲାଗି ଭଲ ସୁଯୋଗ ପାଇବେ। ଶନିବାର: ଖୁସି ଖବର ପାଇବେ।

ରବି ଓ ସୋମବାର: କାନ୍ଧକୁ ଅଧିକ ଭାର ଆସିବ। ମଙ୍ଗଳ ଓ ବୁଧବାର: ଅତୀତ କଥାକୁ ନେଇ ପଶ୍ଚାତ୍ତାପ କରିବେ। ଗୁରୁ ଓ ଶୁକ୍ରବାର: ରଚାନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର: ଆତ୍ମବିଶ୍ବାସ ଦୋହଲି ପାରେ। ମଙ୍ଗଳ ଓ ବୁଧବାର: ସବୁ କାମ ସହଜରେ ପୂରା ହେବ। ଗୁରୁ ଓ ଶୁକ୍ରବାର: ଚାକିରି ବୃତ୍ତିରେ ମନ ଲାଗିବ। ଶନିବାର: ପ୍ରତିଯୋଗୀ ଛାତ୍ରଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ବିଶେଷ କାମ ସ˚ପୂର୍ଣ୍ଣ ହେବ। ଶନିବାର: ବେପାରରେ ଲାଭ ହେବ।

ରବି ଓ ସୋମବାର: ବିବାହ ପ୍ରସ୍ତାବ ଆସିପାରେ। ମଙ୍ଗଳ ଓ ବୁଧବାର: ଉପାର୍ଜନର ନୂଆ ସ୍ରୋତ ପାଇବେ। ଗୁରୁ ଓ ଶୁକ୍ରବାର: ଭଲ କାମ ପାଇଁ ପୁରସ୍କାର ପାଇବେ। ଶନିବାର: ଆର୍ଥିକ ସ୍ଥିତି ସୁଧୁରିବ।

ରବି ଓ ସୋମବାର: ଭଲ କମ୍ପାନିରେ ଚାକିରି ପାଇବେ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଗୁରୁ ଓ ଶୁକ୍ରବାର: ନୂଆ କାମରେ ଲାଭ ହେବ। ଶନିବାର: କୌଣସି ଖୁସି ଖବର ପାଇବେ।

ରବି ଓ ସୋମବାର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଅଫିସରେ ସତର୍କ ରହିବାକୁ ହେବ। ଗୁରୁ ଓ ଶୁକ୍ରବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶନିବାର: ସ୍ବାସ୍ଥ୍ୟରେ ସୁଧାର ହେବ।

ରବି ଓ ସୋମବାର: ଜମି ଦଲାଲଙ୍କୁ ଲାଭ ହେବ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: କୌଣସି ବଡ଼ ମାମଲାରେ ନିର୍ଣ୍ଣୟ ନେଇପାରନ୍ତି। ଶନିବାର: ଘର ଖର୍ଚ୍ଚ ବଢ଼ିପାରେ।

ସମ୍ବନ୍ଧିତ ଖବର