ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ। ଗୁରୁ, ଶୁକ୍ର ଓ ଶନିବାର: ସମାଜିକ ପରିସର ବୃଦ୍ଧି ହେବ।

ରବି ଓ ସୋମବାର: ପ୍ରୟାସ କରିଆସୁଥିବା କାମରେ ସଫଳ ହେବେ। ମଙ୍ଗଳ ଓ ବୁଧବାର: ପରିବାରରେ କ୍ଳେଶ ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: କାରବାରରେ ଲାଭ ହେବ।

ରବି ଓ ସୋମବାର: ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ପରିଶ୍ରମର ଫଳ ସଂପୂର୍ଣ୍ଣ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ରବି ଓ ସୋମବାର: ସବୁ ସମସ୍ୟାର ସମାଧାନ ବାହାରିବ। ମଙ୍ଗଳ ଓ ବୁଧବାର: ସମାଜରେ ମାନସମ୍ମାନ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ସାଙ୍ଗ ମେଳରେ ଆପଣଙ୍କ ବିଚାର ଉତ୍କୃଷ୍ଟ ରହିବ।

ରବି ଓ ସୋମବାର: ବେପାରରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଉତ୍ସରୁ ଧନପ୍ରାପ୍ତି ହେବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ମଙ୍ଗଳ ଓ ବୁଧବାର: କ୍ୟାରିୟର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ଗୁରୁ, ଶୁକ୍ର ଓ ଶନିବାର: ସବୁ ସମସ୍ୟାର ସମାଧାନ ବାହାରିବ।

ରବି ଓ ସୋମବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ରବି ଓ ସୋମବାର: ବିଶେଷବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ମଙ୍ଗଳ ଓ ବୁଧବାର: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ଗୁରୁ, ଶୁକ୍ର ଓ ଶନିବାର: ସରକାରୀ କାମରେ ସଫଳତା ପାଇବେ।

ରବି ଓ ସୋମବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ରଚନାତ୍ମକ କାମରେ ପ୍ରସିଦ୍ଧି ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ରବି ଓ ସୋମବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।

ରବି ଓ ସୋମବାର: ସବୁ ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ।

ରବି ଓ ସୋମବାର: ବିବାଦଠୁଁ ଦୂରରେ ରୁହନ୍ତୁ। ମଙ୍ଗଳ ଓ ବୁଧବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଗୁରୁ, ଶୁକ୍ର ଓ ଶନିବାର: କାମରେ ଲାଗି ରହିଥିବା ବାଧା ଦୂର ହେବ।

ସମ୍ବନ୍ଧିତ ଖବର