ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ ଓ ମଙ୍ଗଳବାର: ଆୟ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ପାଇବେ। ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ବଡ଼ ନିଷ୍ପତ୍ତି ନେଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ବୃଦ୍ଧି ହେବ। ଶନିବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ।

ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ ଓ ମଙ୍ଗଳବାର: ପରିଶ୍ରମରେ ସଫଳତା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ପରିବାରରେ ପ୍ରସନ୍ନତା ରହିବ। ଶନିବାର: ନୂଆ କୌଶଳ ଶିଖିବେ।

ରବିବାର: କାମ ସଂପୂର୍ଣ୍ଣ ହେବ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବା ଲାଗି ସମୟ ଭଲ। ଶନିବାର: କୋର୍ଟ ମାମଲାର ସମାଧାନ ହୋଇପାରେ।

ରବିବାର: ପ୍ରିୟଜନ ମିଳନ। ସୋମ ଓ ମଙ୍ଗଳବାର: ଚାକିରିଆଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଘରେ ଖୁସିର ପରିବେଶ ରହିବ। ଶନିବାର: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

ରବିବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ସୋମ ଓ ମଙ୍ଗଳବାର: କ୍ୟାରିୟରରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଛାତ୍ରଙ୍କୁ ଭଲ ଫଳ ମିଳିବ। ସୋମ ଓ ମଙ୍ଗଳବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମର ଚର୍ଚ୍ଚା ହେବ। ଶନିବାର: ଭଲ ଖବର ପାଇବେ।

ରବିବାର: ନୂଆ କାମ‌େର ଆଗ୍ରହ ବଢ଼ିବ। ସୋମ ଓ ମଙ୍ଗଳବାର: କାର୍ଯ୍ୟଶୈଳୀ ବଦଳାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ହେବ। ଶନିବାର: ବିବାହ ସମସ୍ୟାର ସମାଧାନ ହେବ।

ରବିବାର: କାମ ଭଲ ଭାବେ ପୂରା ହେବ। ସୋମ ଓ ମଙ୍ଗଳବାର: ପାରିବାରିକ କାମ ସମାପ୍ତ କରିପାରିବେ। ବୁଧ, ଗୁରୁ ଓ ଶୁକ୍ରବାର: ବିଶେଷ କାମରେ ବାଧା ଉପୁଜିପାରେ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ।

ରବିବାର: ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ। ସୋମ ଓ ମଙ୍ଗଳବାର: ସନ୍ତାନ ପାଖରୁ ଖୁସି ଖବର ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ସୋମ ଓ ମଙ୍ଗଳବାର: ଜୀବନରେ କିଛି ପରିବର୍ତ୍ତନ ହେବ। ବୁଧ, ଗୁରୁ ଓ ଶୁକ୍ରବାର: କାରବାରରେ ସଫଳତା ପାଇବେ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଆୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭାବିଥିବା କାମ ପୂର୍ଣ୍ଣ ହେବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ଭଲ ରହିବ। ଶନିବାର: କାମରେ ମନ ଅଧିକ ଲାଗିବ।

ସମ୍ବନ୍ଧିତ ଖବର