ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆଶା ପୂରଣ ପାଇଁ ସାହାଯ୍ୟ ପାଇବେ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଭାଗୀଦାର କରବାରରେ ଲାଭ ହେବ।

ରବି ଓ ସୋମବାର: ସବୁ କାମରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ଗୁରୁ, ଶୁକ୍ର ଓ ଶନିବାର: ସବୁ ଆହ୍ବାନର ମୁକାବିଲା କରିପାରିବେ।

ରବି ଓ ସୋମବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଆନନ୍ଦମୟରହିବ। ମଙ୍ଗଳ ଓ ବୁଧବାର: ନୂଆ ଉତ୍ସରୁ ଧନଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଭୂସ˚ପତ୍ତି କିଣିବା ଯୋଗ ରହିଛି।

ରବି ଓ ସୋମବାର: ଚାକିରି ବଦଳାଇବାକୁ ମନସ୍ଥ କରିପାରନ୍ତିି। ମଙ୍ଗଳ ଓ ବୁଧବାର: ସାମାଜିକ ସ˚ଗଠନରେ ଯୋଗ ଦେବେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ କରିବା ଲାଗି ବ୍ୟଗ୍ର ରହିବେ।

ରବି ଓ ସୋମବାର: ଗାୟକଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ପରିବାରରେ ସୁଖଶାନ୍ତି କାଏମ୍‌ ରହିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଦି’ଗୁଣା ବୃଦ୍ଧି ହେବ।

ରବି ଓ ସୋମବାର: ଅଫିସ୍‌ କାମରେ ଲାଗି ରହିଥିବା ବାଧା ଦୂର ହେବ। ମଙ୍ଗଳ ଓ ବୁଧବାର: ପ୍ରତ୍ୟେକ କାମରେ ଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବୃତ୍ତି କାମରେ ଦୂର ସ୍ଥାନକୁ ଯିବେ।

ରବି ଓ ସୋମବାର: ପରିଶ୍ରମର ଫଳ ପାଇବେ। ମଙ୍ଗଳ ଓ ବୁଧବାର: ଆପଣାର ଲୋକ ସହିତ ମତଭେଦ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ।

ରବି ଓ ସୋମବାର: ନୂଆ କାର୍ଯ୍ୟ ଲାଗି ଯୋଜନା କରିବେ। ମଙ୍ଗଳ ଓ ବୁଧବାର: କୋର୍ଟ କଚେରି ମାମଲାରେ ଜିତିବେ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି।

ରବି ଓ ସୋମବାର: ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ମଙ୍ଗଳ ଓ ବୁଧବାର: ବେକାରଙ୍କୁ ରୋଜଗାର ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

ରବି ଓ ସୋମବାର: ବନ୍ଧୁଙ୍କୁ ନିଜ କଥା କହିବେ। ମଙ୍ଗଳ ଓ ବୁଧବାର: ସବୁ କାମ ସହଜରେ ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ଜନକଲ୍ୟାଣ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ରବି ଓ ସୋମବାର: ଜୀବନକୁ ଭଲ କରିବା ଲାଗି ଚେଷ୍ଟା କରିବେ। ମଙ୍ଗଳ ଓ ବୁଧବାର: ଆର୍ଥିକ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

ରବି ଓ ସୋମବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଜୀବନରେ ସବୁ ଭଲ ରହିବ। ଗୁରୁ, ଶୁକ୍ର ଓ ଶନିବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ।

ସମ୍ବନ୍ଧିତ ଖବର