ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ସବୁ ଇଚ୍ଛା ପୂରଣ ହେବ। ବୁଧ ଓ ଗୁରୁବାର: ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ଆଲୋଚନାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ରବି, ସୋମ ଓ ମଙ୍ଗଳବାର: ବାହାରକୁ ବୁଲି ଯିବାର ଇଚ୍ଛା ରହିବ। ବୁଧ ଓ ଗୁରୁବାର: ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର: ଅଫିସ୍‌ କାମରେ ଲାଗି ରହିଥିବା ଅସୁବିଧା ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଶୁକ୍ର ଓ ଶନିବାର: ପୂର୍ବରୁ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ।

ରବି, ସୋମ ଓ ମଙ୍ଗଳବାର: ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଶୁକ୍ର ଓ ଶନିବାର: ପରିବାରରେ ଖୁସି ବଜାୟ ରହିବ।

ରବି, ସୋମ ଓ ମଙ୍ଗଳବାର: ଜୀବନକୁ ଭଲ କରିବା ଲାଗି ଚେଷ୍ଟା କରିବେ। ବୁଧ ଓ ଗୁରୁବାର: କୌଣସି ଖୁସି ଖବର ପାଇବେ। ଶୁକ୍ର ଓ ଶନିବାର: ବାଜେ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ।

ରବି, ସୋମ ଓ ମଙ୍ଗଳବାର: ପାରିବାରିକ ସମସ୍ୟା ପାଇଁ ମନ ଅଶାନ୍ତ ରହିବ। ବୁଧ ଓ ଗୁରୁବାର: ଭାଗୀଦାର କାରବାରରେ ଲାଭ ହେବ। ଶୁକ୍ର ଓ ଶନିବାର: ସମ୍ଭବ ହେଲେ ନୂଆ କାମ ଆରମ୍ଭ କରନ୍ତୁ।

ରବି, ସୋମ ଓ ମଙ୍ଗଳବାର: ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ। ବୁଧ ଓ ଗୁରୁବାର: ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ଶୁକ୍ର ଓ ଶନିବାର: ସବୁ ଅଶାନ୍ତି ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ବୁଧ ଓ ଗୁରୁବାର: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ରବି, ସୋମ ଓ ମଙ୍ଗଳବାର: ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ରହିବ। ବୁଧ ଓ ଗୁରୁବାର: ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ରବି, ସୋମ ଓ ମଙ୍ଗଳବାର: ମନରେ ନୂଆ ନୂଆ ବିଚାର ଆସିବ। ବୁଧ ଓ ଗୁରୁବାର: ପୂର୍ବରୁ କିଣିଥିବା ଜମି ଭଲ ଦାମ୍‌ରେ ବିକ୍ରୀ ହେବ। ଶୁକ୍ର ଓ ଶନିବାର: ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିବେ।

ରବି, ସୋମ ଓ ମଙ୍ଗଳବାର: ଯାହା ବି କାମ କରିବେ ସଫଳତା ପାଇବେ। ବୁଧ ଓ ଗୁରୁବାର: ଅଫିସ୍‌ରେ କାମ କରିବା ଶୈଳୀ ବଦଳାଇବେ। ଶୁକ୍ର ଓ ଶନିବାର: ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ।

ରବି, ସୋମ ଓ ମଙ୍ଗଳବାର: ଆଶାଠୁଁ ଅଧିକ ଧନଲାଭ ହେବ। ବୁଧ ଓ ଗୁରୁବାର: ରାଜନୀତିକ କାର୍ଯ୍ୟରେ ମନ ଲାଗି ରହିବ। ଶୁକ୍ର ଓ ଶନିବାର: ସବୁ ଇଚ୍ଛା ପୂର୍ତ୍ତି ହେବ ଏବ˚ ପରିବାରରେ ସୁଖଶାନ୍ତି କାଏମ୍‌ ରହିବ।

ସମ୍ବନ୍ଧିତ ଖବର