ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟକ୍ତିତ୍ବରେ ବିକାଶତ ହେବ। ଗୁରୁ ଓ ଶୁକ୍ରବାର: ପ୍ରେମିକାଙ୍କୁ ଉପହାର ଦେବେ। ଶନିବାର: ସବୁ କଷ୍ଟ ନିବାରଣ ହେବ।

ରବିବାର: ଘର ପ୍ରତି ଦାୟିତ୍ବ ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: ଧନଲାଭର ଅବସର ପାଇବେ। ଗୁରୁ ଓ ଶୁକ୍ରବାର: ମାନସମ୍ମାନରେ ବୃଦ୍ଧି ହେବ। ଶନିବାର: ଘର କାମରେ ବ୍ୟସ୍ତ ରହିବେ।

ରବିବାର: କିଛି ନୂଆ ବନ୍ଧୁ ହୋଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟ କାମରେ ଯାତ୍ରା ଫଳପ୍ରଦ ହେବ। ଗୁରୁ ଓ ଶୁକ୍ରବାର: ବିବାହିତଙ୍କ ଲାଗି ସମୟ ଭଲ। ଶନିବାର: ସ୍ବାସ୍ଥ୍ୟ ଭଲ ରହିବ।

ରବିବାର: ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ସୋମ, ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ହେବ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସଫଳତା ପାଇବେ। ଶନିବାର: ଧନଲାଭ ହେବ।

ରବିବାର: ପ୍ରିୟବନ୍ଧୁଙ୍କୁ ମନର କଥା କହିବେ। ସୋମ, ମଙ୍ଗଳ ଓ ବୁଧବାର: କାମ ସକାରାତ୍ମକ ଭାବେ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଗୁରୁ ଓ ଶୁକ୍ରବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର: ଧନ ପ୍ରାପ୍ତି ହେବ।

ରବିବାର: କାମ ଆରାମରେ ସଂପୂର୍ଣ୍ଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ଘରେ ଗମ୍ଭୀର ମାମଲା ରହିପାରେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଧନଲାଭ ହେବ। ଶନିବାର: ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ।

ରବିବାର: ବିବାଦଠୁଁ ଦୂରରେ ରୁହନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଚାକିରିଜୀବୀ ନୂଆ ପ୍ରୋଜେକ୍ଟରେ କାମ କରିବେ। ଗୁରୁ ଓ ଶୁକ୍ରବାର: ବନ୍ଧୁର ସାହାଯ୍ୟ ପାଇବେ। ଶନିବାର: ଧନଲାଭ ହେବ।

ରବିବାର: କ୍ୟାରିୟର୍‌ରେ ଦିଗ ବଦଳାଇ ପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ସହପାଠୀ ମନର କଥା ଆପଣଙ୍କୁ କହିବେ। ଗୁରୁ ଓ ଶୁକ୍ରବାର: ସ୍ବଭାବକୁ ନରମ ରଖନ୍ତୁ। ଶନିବାର: ଶତ୍ରୁ ଦବି ରହିବେ।

ରବିବାର: ମନସ୍କାମନା ପୂରଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ବନ୍ଧୁ ସହିତ ସାକ୍ଷାତ ହେବ। ଶନିବାର: ମାନସିକ ରୂପେ ଖୁସି ରହିବେ।

ରବିବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଗୁରୁ ଓ ଶୁକ୍ରବାର: କାରବାରରେ ଲାଭ ହେବ। ଶନିବାର: ସବୁ ଇଚ୍ଛା ପୂରା ହେବ।

ସମ୍ବନ୍ଧିତ ଖବର