ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ପାରିବାରିକ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର: ଲେଖକଙ୍କ ଲାଗି ସମୟ ଭଲ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବି ଓ ସୋମବାର: ଧନଲାଭର ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: ପଦ ପ୍ରତିଷ୍ଠା ବୃଦ୍ଧି ହେବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ମଙ୍ଗଳ ଓ ବୁଧବାର: ଜରୁରୀ କାମ ପୂରା କରିବେ। ଗୁରୁ ଓ ଶୁକ୍ରବାର: ପରୀକ୍ଷାରେ ଭଲ ଫଳ ପାଇବେ। ଶନିବାର: ଚିନ୍ତାମୁକ୍ତ ରହିବେ।

ରବି ଓ ସୋମବାର: ଆର୍ଥିକ ଲାଭର ସମ୍ଭାବନା। ମଙ୍ଗଳ ଓ ବୁଧବାର: ସଂଘର୍ଷ ପରେ ସଫଳ ହେବେ। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ଓ ରୁଚି ବଢ଼ିବ।

ରବି ଓ ସୋମବାର: ଧାର୍‌ ଦେଇଥିବା ପଇସା ପାଇବେ। ମଙ୍ଗଳ ଓ ବୁଧବାର: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଗୁରୁ ଓ ଶୁକ୍ରବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ। ଶନିବାର: କାମର ବୋଝ ଅଧିକ ରହିବ।

ରବି ଓ ସୋମବାର: ଜମିରେ ନିବେଶ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଖୁସି ଖବର ପାଇବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ଶନିବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ରବି ଓ ସୋମବାର: ବନ୍ଧୁଠାରୁ ଉପହାର ପାଇବେ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଗୁରୁ ଓ ଶୁକ୍ରବାର: ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବି ଓ ସୋମବାର: ପାଖକୁ ନୂଆ ଦାୟିତ୍ବ ଆସିବ। ମଙ୍ଗଳ ଓ ବୁଧବାର: କଳାକାରଙ୍କୁ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ସଫଳତା ପାଇବେ। ଶନିବାର: ପ୍ରେମ ସମ୍ପର୍କ ଭଲ ରହିବ।

ରବି ଓ ସୋମବାର: ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ରୋଜଗାରର ଭଲ ଅବସର ପାଇବେ। ଗୁରୁ ଓ ଶୁକ୍ରବାର: ଧର୍ମ ସ୍ଥାନକୁ ଯାଇପାରନ୍ତି। ଶନିବାର: କାର୍ଯ୍ୟରେ ସଫଳତା ପାଇବେ।

ରବି ଓ ସୋମବାର: ବିବାହ ଲାଗି ପ୍ରସ୍ତାବ ଆସିପାରେ। ମଙ୍ଗଳ ଓ ବୁଧବାର: ନୂଆ କାମ ପାଇବେ। ଗୁରୁ ଓ ଶୁକ୍ରବାର: ପରିବାରରେ ସୁଖଦ ପରିବେଶ ରହିବ। ଶନିବାର: ଭଲ ଖବର ପାଇବେ।

ରବି ଓ ସୋମବାର: ଆୟର ଉତ୍ସ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶନିବାର: ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଭଲ ହେବ।

ରବି ଓ ସୋମବାର: ସମ୍ବନ୍ଧରେ ସୁଧାର ଆସିବ। ମଙ୍ଗଳ ଓ ବୁଧବାର: ସମାଜରେ ସମ୍ମାନ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ଚିନ୍ତାମଗ୍ନ ରହିବେ। ଶନିବାର: ସବୁ ପ୍ରକାର କାର୍ଯ୍ୟରେ ସଫଳତା ମିଳିବ।

ସମ୍ବନ୍ଧିତ ଖବର