କେମିତି ବିତାଇବେ ଏକ ସୁଖମୟ ଜୀବନ? ସୁଖମୟ ଜୀବନ ପାଇଁ ଏସବୁ ଆବଶ୍ୟକ କି?

ସ୍ୱାସ୍ଥ୍ୟ ହିଁ ସଂପଦ – ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ଅଧିକାଂଶ ଜାଣନ୍ତି। ଏକ ସୁଖମୟ ଜୀବନ ଲାଗି ଅର୍ଥ ଅପେକ୍ଷା ଏକ ସୁସ୍ଥ ଶରୀର ହିଁ ସର୍ବଦା ଆପଣଙ୍କୁ ଆନନ୍ଦ ଦେଇଥାଏ। ୧୭ଟି ଦେଶରେ ୨୩ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୭୮ ପ୍ରତିଶତ ଲୋକ ଏହି ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। କିନ୍ତୁ ବୟସ ବୟସ ବଢ଼ିବା ଅନୁସାରେ ପ୍ରାଥମିକତା ମଧ୍ୟ ବଦଳିବାରେ ଲାଗେ। ସର୍ଭେରୁ ମିଳିଥିବା ତଥ୍ୟ ଜାଣନ୍ତୁ….

ସମ୍ବନ୍ଧିତ ଖବର