୫ ମିନିଟ୍‌ରେ ଦାନ୍ତକୁ ଚମକାଇବାକୁ ଚାହୁଁଥିଲେ କରିବାକୁ ପଡ଼ିବ ଏହି ସବୁ କାମ

ଜାଣନ୍ତୁ ଖୁବ୍‌ ସହଜ ଉପାୟରେ କେମିତି ଚମକିବ ଆପଣଙ୍କ ଦାନ୍ତ

ଖାଇବା-ପିଇବାର ଠିକ୍‌ ଠିକଣା ନଥିଲେ ଦାନ୍ତଗୁଡ଼ିକ ଖୁବ୍‌ କମ୍‌ ବୟସରୁ ହଳଦିଆ ଦେଖାଯାଇଥାଏ। ଏହାଦ୍ୱାରା ଦାନ୍ତର ଉପର ସ୍ତର ଖରାପ ହେବା ଆରମ୍ଭ ହୁଏ ଓ ଚମକ୍‌ ମଧ୍ୟ ହ୍ରାସ ଘଟେ। ତମାଖୁ ଓ ଗୁଟ୍‌ଖା ଖାଇବା ଦାନ୍ତ ହଳଦିଆ କରିବାର ପ୍ରଧାନ କାରଣ ହୋଇଥାଏ। ଏହି ସମସ୍ୟାରୁ ବଞ୍ଚିବା ପାଇଁ ଏକ ସାଧାରଣ ଟିପ୍ସ୍‍କୁ ପ୍ରୟୋଗ କରନ୍ତୁ। ଜାଣନ୍ତୁ କେବଳ ୫ ମିନିଟ୍‌ରେ କିପରି ପାଇବେ ଫଳାଫଳ, କ’ଣ କୁହନ୍ତି ଡାକ୍ତର।

Courtesy: DainikBhaskar
ସମ୍ବନ୍ଧିତ ଖବର