ଶରୀରରେ କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ୩ଟି ରୋଗର ସମ୍ଭାବନା ବଢ଼ିଥାଏ। ଏଥିରୁ ବଞ୍ଚବା ପାଇଁ ଖାଦ୍ୟ ସହ ଏହି ୭ଟି ଜିନିଷ ସାମିଲ୍ କରନ୍ତୁ।
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_2.jpg)
ସାଧାରଣତଃ ଲୋକେ ଭାବନ୍ତି କ୍ୟାଲ୍ସିୟମ୍ହୀନତା ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲ୍ସିୟମ୍ର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_3.jpg)
କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ସାଧାରଣତଃ ଏହି ସବୁ ଲକ୍ଷଣ ଦେଖାଦିଏ।
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_4.jpg)
କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ସାଧାରଣତଃ ଏହି ସବୁ ଲକ୍ଷଣ ଦେଖାଦିଏ।
ମାଂସପେଶୀ ଟାଇଟ୍ ସହ ଦରଜ ହେବା, ନଖ ବାରମ୍ବାର ଛିଣ୍ଡିବା, ଅଣ୍ଟା ଦରଜ ଲାଗି ରହିବା, ନିଦ ନ ହେବା, ଷ୍ଟ୍ରେସ୍ ରହିବା।
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_5.jpg)
କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ନ ଥାଏ। ଏହା ଯୋଗୁଁ ହୃଦ୍ଘାତର ଆଶଙ୍କା ବଢ଼ିଯାଏ।
ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ। ବାରମ୍ବାର ସର୍ଦ୍ଦି, ଜ୍ୱର ଓ କାଶ ହୋଇପାରେ।
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_6.jpg)
କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।
କ୍ୟାଲ୍ସିୟମ୍ର ମାତ୍ରା ଶରୀରରେ ବଢ଼େଇବେ କେମିତି….
ଡାଲି: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୯୭୫ ମି.ଗ୍ରା.
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_7.jpg)
ଛେନା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୭୨୧ ମି.ଗ୍ରା.
ସୋୟାବିନ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୨୭୭ ମି.ଗ୍ରା.
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_8.jpg)
ବାଦାମ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୨୬୪ ମି.ଗ୍ରା.
ରାଜମା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୪୩ ମି.ଗ୍ରା.
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_9.jpg)
କାବୁଲି ଚଣା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୦୫ ମି.ଗ୍ରା.
ଗହମ ଜାତୀୟ ଦ୍ରବ୍ୟ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୦୩ ମି.ଗ୍ରା.
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Calcium_Why-Needed_Infographics_1.jpg)