୧୦ ମିନିଟ୍‌ରେ ୯ଟି ଆସନ ଅଭ୍ୟାସ କରନ୍ତୁ ଓ ରୋଗରୁ ମୁକ୍ତି ପାଆନ୍ତୁ

ଯୋଗ ପାଇଁ ୧୦ ମିନିଟ୍‌ ସମୟ ଦିଅନ୍ତୁ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରୁ ନାହିଁ। ନିମ୍ନରେ ଦର୍ଶା ଯାଇଥିବା ଏହି ୯ଟି ଆସନକୁ କେବଳ ୧୦ରୁ ୨୦ ମିନିଟ୍‌ ସମୟ ଅଭ୍ୟାସ କରନ୍ତୁ। ଶରୀର ସୁସ୍ଥ ଓ ନିରୋଗ ରହିବ।

ସମ୍ବନ୍ଧିତ ଖବର