କୌଣସି ବ୍ୟାକ୍ଟେରିଆ ଆକ୍ରାନ୍ତ କିମ୍ବା ଭାଇରସ୍‌ ସଂକ୍ରମିତ ହୋଇଥିବା ସାଥୀଙ୍କ ସହ ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ସଂକ୍ରମଣ ହୋଇପାରେ।

Advertisment

ଶାରୀରିକ ସମ୍ପର୍କ ସ୍ଥାପନକୁ ନେଇ ସାବଧାନ ରୁହନ୍ତୁ ନଚେତ୍‌ ସମସ୍ୟାରେ ପଡ଼ିବେ!

publive-image

ଡାକ୍ତରଙ୍କ କହିବା ଅନୁସାରେ ଯଦି ସମୟ ଥିବା ଭିତରେ ସେକ୍ସୁଆଲି ଟ୍ରାନ୍ସ୍‌ମିଟେଡ୍‌ ଡିଜିଜ୍‌ (ଯୌନ ରୋଗ)ର ପ୍ରତିକାର କରା ନଯାଏ ତେବେ ଏହା ଶରୀରର ଅନ୍ୟ ଅଙ୍ଗକୁ ସଂକ୍ରମିତ ହୋଇ ହୃଦୟ, କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଲିଭର୍‌ ଭଳି ଅନ୍ୟ ଅଙ୍ଗ ଗୁଡ଼ିକୁ ପ୍ରଭାବିତ କରିପାରେ ଓ ଏହି କାରଣରୁ ଜୀବନ ମଧ୍ୟ ଯାଇପାରେ।

publive-image

ଯେଉଁମାନେ ଜଣେରୁ ଅଧିକଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି।

publive-image

ଯେଉଁମାନେ ଏମିତି ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ଯାହାର ବହୁ ଲୋକଙ୍କ ସହ ସମ୍ବନ୍ଧ ରହିଥାଏ।

publive-image

ଯେଉଁମାନେ ଶାରିରୀକ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର କରନ୍ତି ନାହିଁ।

publive-image

ଯେଉଁମାନେ ଅନେକ ଲୋକ ବ୍ୟବହାର କରିଥିବା ଇଞ୍ଜେକ୍‌ସନ୍‌ରୁ ଡ୍ରଗ୍‌ସ ନିଅନ୍ତି।

publive-image

ଯେଉଁମାନେ ଅପ୍ରାକୃତିକ ଭାବରେ ଶାରୀରିକ ସମ୍ପର୍କ ରଖନ୍ତି।

Courtesy: DainkinBhaskar